Browsing Tag

Biswaprakash

ବକେୟା ଫସଲ ବିମା ଟଙ୍କା , ସସ୍ମିତ ପାତ୍ରଙ୍କ ଟୁଇଟ

ବରଗଡ : ବରଗଡ , ପଦ୍ମପୁର ସମେତ ସମଗ୍ର ଓଡିଶାର ଚାଷୀ ମାନଙ୍କର ବକେୟା ଫସଲ ବିମା ଟଙ୍କା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଉତ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲେଖିଛନ୍ତି ଏହି ବୀମା କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା କିନ୍ତୁ ଏବେ…
Read More...

ରାଜ୍ୟସ୍ତରୀୟ ପୁରୁଷ ହକି ଚାମ୍ପିଅନସିପ

ଭୁବନେଶ୍ୱର:ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜି ହୋଇଛି ରାଜ୍ୟସ୍ତରୀୟ ପୁରୁଷ ହକି ଚାମ୍ପିଅନସିପ୍ । ଗତ ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଜାଲି ରହିବ ଏହି ହକି ଚାମ୍ପିଅନସିପ । ଏହି ଚାମ୍ପିଅନସିପ୍ ରେ ପ୍ରାୟ ୨୫ ଜିଲ୍ଲ୍ା ଏବଂ ୫ ଏକାଡେମୀ ଇନ୍ଷ୍ଟିଚ୍ୟୁଟ ରୁ ମୋଟ ୫୦୦ ଖେଳାଳି…
Read More...

ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ବ୍ୟିୁରୋ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ୱାଧୀନ ଭାରତରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଫାଶୀ ଦିଆଯାଇଛି ତାହାର ଠିକ୍ ରେକର୍ଡ କାହା ପାଖରେ ନାହିଁ।ଏନସିଆର୍ବି,…
Read More...

ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି

ବ୍ୟୁରୋ : ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ଉତ୍ତରପ୍ରଦେଶର ୧୬ ଜିଲ୍ଲାର ୫୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ପ୍ରାୟ ୨କୋଟି ୧୬ ଲକ୍ଷ…
Read More...

ରିଲାଏନ୍ସ କ୍ୟାପିଟଲକୁ ବିକ୍ରି

ନୂଆଦିଲ୍ଲୀ : ଋଣରେ ବୁଡ଼ି ରହିଥିବା ଅନିଲ୍ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ କ୍ୟାପିଟଲକୁ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭାରତୀୟ ରିଜର୍ଭ ବ୍ୟଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକ ରିଲାଏନ୍ସ କ୍ୟାପିଟଲ୍ ବିକ୍ରି ପାଇଁ ବିଡ୍ ବା ସୂଚୀପତ୍ର ମଗାଇଛନ୍ତି । ଏହି ପତ୍ରରୁ…
Read More...

ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ: ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନକାଡେଲି ବିଏସଏଫ ୬୫ ବାଟାଲିୟନ ପକ୍ଷରୁ ଆଜି ଜନସମ୍ପର୍କ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଞ୍ଚଳର ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ହାଣ୍ଡି, ଡେକେଚି, କଢେଇ,…
Read More...

ଜାତୀୟ ସ୍ତରରେ ଭୋଟର ଚାହୁଁଛନ୍ତି ନବୀନଙ୍କୁ 

ନବୀନଙ୍କ ସ୍ୱଚ୍ଛ ଶାସନ , ଜନକଲ୍ୟାଣକାରୀ ଯୋଜନା ଏବେ ଜାତୀୟ ସ୍ତରରେ ଜନତାଙ୍କ ଦିଲ କୁ ଛୁଇଁଛି । କହିବାର କାରଣ , ଏବେ ଉତ୍ତର ପ୍ରଦେଶରେ ଚାଲିଛି ନିର୍ବାଚନ ବ୍ୟୁରୋ: ଆଉ ଠିକ ଏହି ସମୟରେ ୟୁପି ର ଜନସାଧାରଣ ବଖାଣୁଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟକଙ୍କ ସୁ ଶାସନର କଥା ।…
Read More...

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଛୋଟ ପିଲାଙ୍କ ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ଆଜି ନୂଆ ବିଜ୍ଞପ୍ତି…

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଛୋଟ ପିଲାଙ୍କ ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ଆଜି ନୂଆ ବିଜ୍ଞପ୍ତି ଜାରି ହୋଇଛି । ୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦୁଇଚକିଆ ଗାଡ଼ିରେ ବସାଇ ଯାତ୍ରା କରୁଥିଲେ ଏହି ନିୟମଗୁଡିକର ପାଳନ କରିବାକୁ ପଡ଼ିବ । ନୂଆ ନିୟମ…
Read More...