Browsing Tag

Biswajit

ବିଜେପି ସଂସଦୀୟ ବୋର୍ଡ ପୁର୍ନଗଠନ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରେ ବଡ ପରିବର୍ତ୍ତନ କରାଯାଇଛି। ଏଥି ସହିତ ନିର୍ବାଚନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସଂସଦୀୟ ବୋର୍ଡରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହ, ବିଏସ ୟେଦୁରେପ୍ପା, ସର୍ବାନନ୍ଦ ସେନୱାଲ,…
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

ଭୁବନେଶ୍ୱର: ଯୁକ୍ତ ଦୁଇ ଆଡମିଶନ ଲାଗି ମେଧା ତାଲିକା (କଟ ଅଫ ମାର୍କ) ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଲାଗି ରେଭେନସା କଲେଜ ଶୀର୍ଷରେ ରହିଛି। କଳା ବିଭାଗ ଲାଗି ପୁରୀର କନ୍ଦା ଖାଇ କଲେଜ ଶୀର୍ଷରେ ରହିଛି। ସାଧାରଣ ବର୍ଗଙ୍କ ବିଜ୍ଞାନରେ ଆଡମିଶନ ଲାଗି ରେଭେନସା କଲେଜ ୯୪.୩୩…
Read More...

ବନ୍ୟା ପରିଚାଳନାର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ୧୦ଟି ଜିଲ୍ଲା ବନ୍ୟା ପରିସ୍ଥିତି ସଂଗୀନ ହୋଇପଡିଛି। ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି। ବନ୍ୟା ପ୍ରପୀଡିତ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ…
Read More...

ବିଲକିସ ଗଣ ଦୁର୍ଷ୍କମ ଘଟଣାରେ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବିଲକିସ ବାନୋ ନାମକ ଜଣେ ୫ ମାସର ଗର୍ଭବତୀ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗୁଜୁରାଟର ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।…
Read More...

ଆମ ନାଗରିକଙ୍କ ପ୍ରତି ମୋର ନୈତିକ କର୍ତ୍ତବ୍ୟ ରହିଛି: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଭାରତୀୟମାନେ ତୈଳ ଲାଗି ଅଧିକ ମୂଲ୍ୟ ଦେଇ ପାରିବେ ନାହିଁ। ତେଣୁ ଭାରତ ରୁଷିଆ ସହିତ ଅଶୋଧିତ ତୈଳ କାରବାର ଜାରି ରଖିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ। ଆମେ ଆମର ସ୍ୱାର୍ଥ ବିଷୟରେ ଅତ୍ୟନ୍ତ ଖୋଲା ଓ ସଚ୍ଚୋଟ ରହିଛୁ। ଆମର ୨ ହଜାର ଡଲାର ମୁଣ୍ଡପିଛା ଆୟ…
Read More...

ଜେଡିୟର ବିନା ସହମତିରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ଆରସିପି : ଶାହ

ନୂଆଦିଲ୍ଲୀ: ପୂର୍ବତନ ଜେଡିୟୁ ନେତା ଆରସିପି ସିଂ ନୀତିଶ କୁମାରଙ୍କ ବିନା ସହମତିରେ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାର ଅଭିଯୋଗ ହୋଇଥିଲା। ତେବେ ଏହା ଉପରେ ନୀତିଶଙ୍କ ସହମତିରେ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି ବୋଲି ଆରସିପି ସିଂ ନିଜେ ଏବଂ ବିଜେପିର ବରିଷ୍ଠ ନେତା କହିଥିଲେ। ମଙ୍ଗଳବାର…
Read More...

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ପୁରୁଷୋତ୍ତମପୁର ଥାନା ଶିଖରପୁର କୁକୁଡା ଫାର୍ମ ସାମ୍ନା ପିଡବ୍ଲ୍ୟୁଡି ରୋଡ ପାଶ୍ୱର୍ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଛି ସେନେଇ କାରଣ…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ସିଏଚଏସସି ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇବା ପରେ କେଉଁ କଲେଜରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିପାରିବେ। ଯେଗ୍ୟ ବିବେଚିତ…
Read More...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

କୋଲକାତା: ପଶ୍ଚିମ ବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡିର ପଚରାଉଚୁରା ଜାରି ରହିଛି। ଇଡିର ୫ ଜଣିଆ ଟିମ ଅର୍ପିତାଙ୍କୁ ପଚରା ଉଚୁରା କରିଥିଲା। ସେ ଅଗଷ୍ଟ ୧୮ ତାରିଖ…
Read More...

ଅମୁଲ ଓ ମଦର ଡାଏରୀ କ୍ଷୀରର ମୂଲ୍ୟ ଦୁଇ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଅମୁଲ ଏବଂ ମଦର ଡାଏରୀ କ୍ଷୀରର ମୂଲ୍ୟ ୨ ଟଙ୍କା ବୃଦ୍ଧି ପାଇଛି। ଚଳିତ ବର୍ଷରେ କମ୍ପାନୀ ଗୁଡିକ ଦ୍ୱିତୀୟ ଥର ଲାଗି କ୍ଷୀର ଉପରେ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା ୧୭ ଅଗଷ୍ଟ ଅର୍ଥାତ ଆସନ୍ତାକାଲି ଠାରୁ ଲାଗୁ କରାଯିବ। ସୂଚନା ଅନୁସାରେ ଅମୁଲ ସୁନାର ମୂଲ୍ୟ ୫୦୦ ମିଲି ପାଇଁ ୩୧…
Read More...