Browsing Tag

Biswajit

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘରେ ସିବିଆଇ ପକ୍ଷରୁ ରେଡ କରାଯାଇଛି। ଘଟଣା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯେଉଁ ଦିନ ଦିଲ୍ଲୀର ଶିକ୍ଷା ମଡେଲକୁ ପ୍ରଶଂସା କରାଯାଇଥିଲା। ମନୀଷ ସିସୋଡିଆଙ୍କ ଚିତ୍ର ସହ ଆମେରିକାର…
Read More...

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ନରେ ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ ତାଙ୍କ…
Read More...

ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ୩୦ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଏନେଇ ବିଜୁ ଜନତା ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ ଭଳି ୪ଟି ଜିଲ୍ଲାରେ ବରିଷ୍ଠ…
Read More...

୨୦୨୩ରେ ବଦଳିବେ କି ଛତିଶଗଡ ବିଜେପିର ଚେହେରା

ଋାୟପୁର: ଛତିଶଗଡର ବିଧାନସଭା ନିର୍ବାଚନକୁ ଆଉ ବର୍ଷେ ବାକି ରହିଛି। ଏବେ ଠାରୁ ଛତିଶଗଡ ବିଜେପିରେ ନବକଳେବର ପର୍ବ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ବିଜେପି ପକ୍ଷରୁ ଛତିଶଗଡ ବିଜେପିରେ ନବକଳେବର କରାଯାଇଛି। ରାଜ୍ୟ ବିଜେପି ସଭାପତି ସହ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରାଯାଇଛି। ସୂଚନା…
Read More...

ଡଙ୍ଗାରୁ ମିଳିଥିବା ଏକ-୪୭ ଅଷ୍ଟ୍ରେଲୀୟ ନାଗରିକଙ୍କର

ମୁମ୍ବାଇ: ମହାରାଷ୍ଟ୍ରର ହରିହରେଶ୍ୱରରେ ସନ୍ଦେହଜନକ ଭାବେ ଏକ ଡଙ୍ଗାରୁ ଏକେ-୪୭ ରାଇଫଲ ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଡଙ୍ଗାରେ ଜେଲାଟିନ ଷ୍ଟିକ, ତିନୋଟି ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମଧ୍ୟ ମିଳିଥିଲା। ଏହା ଉପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଗୃହ…
Read More...

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

ଭୁବନେଶ୍ୱର: ସନ୍ଧ୍ୟା ୫ଟା ସୁଦ୍ଧା ହୀରୀକୁଦ ଡ୍ୟାମର ୧୨ ଗେଟ ବନ୍ଦ କରାଯିବ। ସଂପ୍ରତି ୪୦ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ ସନ୍ଧ୍ୟା ସୁଦ୍ଧା ୧୨ଟି ଗେଟ ବନ୍ଦ କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୪ଟି…
Read More...

କାବୁଲ ମସଜିଦରେ ବିସ୍ଫୋରଣ

କାବୁଲ: କାବୁଲର ଏକ ମସଜିଦରେ ପ୍ରାର୍ଥନା ଚାଲିଥିବା ସମୟରେ ଏକ ବଡ ଧରଣର ବିସ୍ଫୋରଣ ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରିନଥିବା ସ୍ଥାନୀୟ ପୁଲିସ…
Read More...

୧୮ରୁ ୨୦ ପର୍ଯ୍ୟନ୍ତ ଜାରି ରହିବ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱର: ଗତକାଲି ଠାରୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ। ମହାନଦୀ କୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ରହିଛି। ଆଗକୁ ବର୍ଷା ଆସୁଥିବାରୁ ଆମେ ହୀରାକୁଦର ଜଳସ୍ତର…
Read More...

ମରିଗଲା ମାନବିକତା

କୋରାପୁଟ: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ଯାହାର କରୁଣ ପରିଣତି ଏକ ପରିବାରକୁ ଭୋଗିବାକୁ ପଡିଛି। ଛୁଆଁ ଛୁଆଁ ଭେଦ ଭାବ ଯୋଗୁଁ ମଣିଷ ପାଖରୁ ମାନବିକତା ହଜିଯାଇଛି। ଅନ୍ୟ ଜାତିର ଘରେ ଖାଇ ଦେବାରୁ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବାସନ୍ଦ କରାଯାଇଥିଲା। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା…
Read More...

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିବେ ବୋଲି ଜଣାପଡିଛି। ଆକାଶ ମାର୍ଗରୁ ୫ ବନ୍ୟା ପ୍ରବାଭିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ। ୫ ବନ୍ୟା ପ୍ରଭାବିତ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ରହିଛି।…
Read More...