Browsing Tag

Biswajit

କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର ତିନି ଦିନ ପରେ ଗୁଲାମ ନବୀ ଆଜାଦ ସୋମବାର ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି। ଜି-୨୩ ପକ୍ଷରୁ ଚିଠି ଲେଖା ଯିବା ପରେ ଦଳ ତାଙ୍କ ସହ ଏକ ଇସ୍ୟୁ କରିବା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବାହାନା। ସେବେ ଠାରୁ ଦଳ ତାଙ୍କୁ ବାହାର…
Read More...

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଉଦଳା: ବଜ୍ରାଘାତରେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାଛଡା ଅନ୍ୟକିଛି ସ୍ଥାନରେ ମଧ୍ୟ ବଜ୍ରାଘାତରେ ଲୋକେ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁସାରେ ଲିଟା ସିଂ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ଲିଟା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର…
Read More...

ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମରେ ୨୦୨୨/୨୩ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ ୨୦୨୨/୨୩ ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୮/୨୯ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଧାରଣ ଯୁବଵର୍ଗରେ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ବିଜାତଳା ବ୍ଲକର ହେମ୍ବ୍ରମ…
Read More...

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

ଦୁବାଇ: ରବିବାର ଦୁବାଇରେ ଅନୁଷ୍ଠିତ ଟି-୨୦ ଏସିଆ କପରେ ଏକ ଗ୍ରୁପ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓି୍ୱକେଟରେ ପରାସ୍ତ କରିଛି। ଏହି ବିଜୟ ପାକିସ୍ତାନର ଦ୍ରୁତ ବୋଲର ବିଶେଷ କରି ନାସିମ ଶାହା ଭାରତୀୟ ଟପ ଅର୍ଡରକୁ ଅସୁବିଧାରେ ପକାଇବା ପରେ ଏହି ବିଜୟ ହାସଲ କରିଛି। ପ୍ରଥମ ଥର ପାଇଁ ଟି-୨୦…
Read More...

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ ସାମ୍ନାକୁ ଆସିଛି। ଗୋଆର ଏକ ହୋଟେଲକୁ ଆସୁଥିବା ବେଳେ ତାଙ୍କର ଅବସ୍ଥା ସ୍ୱାଭାବିକ ନଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଫୁଟେଜଟି ଭୋର ୪ଟା ୨୭ ମିନିଟର ବୋଲି ଜଣାପଡିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ହୋଟେଲ ମଧ୍ୟକୁ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

କେଉଁଝର: ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଭାଲୁମାନଙ୍କର ପ୍ରାଦୂଭାବ ବଢିବାରେ ଲାଗିଛି। ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମଧ୍ୟକୁ ଚାଲି ଆସୁଛନ୍ତି। ଫଳରେ ଗାଁମାନଙ୍କରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାଲୁମାନେ ଗାଁର ସାଧାରଣ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଉଛନ୍ତି। ବେଳେ…
Read More...

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ସ୍ଥାନୀୟ ଏମକେସିଜି ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ପ୍ରଥମେ ଜଣାପଡିଥିଲା। ପରେ ଏଠାରୁ ଧୂଆଁ ବାହାରିବା ପରେ ଲୋକ ତଥା ରୋଗୀମାନେ ବାହାରକୁ ପଳାଇ ଆସିଥିଲେ। ତେବେ ସମସ୍ତ ବ୍ୟକ୍ତି ବିଶେଷ ସୁରକ୍ଷିତ ଥିବା…
Read More...

ସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ରୁ ଊର୍ଦ୍ଧ ଉଡାଣ ଭରିବ ଆକାଶ ଏୟାର

ନୂଆଦିଲ୍ଲୀ: ଶୁକ୍ରବାର ଆକାଶ ଏୟାର ପକ୍ଷରୁ ବେଙ୍ଗାଲୁରୁ – ମୁମ୍ବାଇ ରୁଟରେ ବିମାନସେବା ଆରମ୍ଭ ହୋଇଛି। ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ ରୁ ଅଧିକ ବିମାନ ଚଳାଚଳ କରିବ ବୋଲି ଆଶା କରାଯାଇଛି। ଆକାଶ ଏୟାର ପକ୍ଷରୁ ପ୍ରଥମେ ଅଗଷ୍ଟ ୭ ତାରିଖରେ ବିମାନ ଉଡାଣ କାର୍ଯ୍ୟ ଆରମ୍ଭ କରିଥିଲା।…
Read More...

ଏସିଆ କପ୍ ୨୦୨୨

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଶହେଟି ମ୍ୟାଚ ଖେଳିବାରେ ବିରାଟ କୋହଲି ଦ୍ୱିତୀୟ ଭାରତୀୟ ହେବାକୁ ଯାଉଛନ୍ତି। ୨୦୨୦ରେ ନ୍ୟୁଜିଲାଣ୍ଡର ଟେଲର ପ୍ରଥଣ କ୍ରିକେଟର ଭାବରେ ମାଇଲଖୁଣ୍ଟ ହାସଲ କରିଥିଲେ। ସେହିଦିନ ଠାରୁ ଅନ୍ୟ କୌଣସି ଖେଳାଳି ସର୍ବୋଚ୍ଚସ୍ତରରେ ଏହି…
Read More...

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି: ସାପ କାମୁଡାରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସର୍ଗିଗୁଡା ଗ୍ରାମର ଗିରିଧାରୀ ନାୟକ ବୋଲି ଜଣାପଡିଛି। ଗିରିଧାରୀ ସକାଳ ୮ଟା ସମୟରେ ଘରେ କୌଣସି କାମ କରିବା ସମୟରେ ତାଙ୍କୁ ଏକ ନାଗ ସାପ କାମୁଡି ଦେଇଥିଲା।…
Read More...