Browsing Tag

Biswajit

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଏହା ପ୍ରଥମ ଥର ପାଇଁ ଜଣେ ଏସୀୟ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଟପ-୩କୁ ଭାଙ୍ଗିଛି । ଯାହାର ସମ୍ପତ୍ତି ୧୩୭.୪ ବିଲିୟନ ଅଟେ । ସେ ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ଏଲୋନ ମସ୍କ ଏବଂ ଜେଫ…
Read More...

କଂଗ୍ରେସକୁ ଲାଗିପାରେ ଗୁଲାମ ଝଟକା

ନୂଆଦିଲ୍ଲୀ: ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଥିଲେ। ବର୍ତ୍ତମାନ ଜାମ୍ମୁ କାଶ୍ମୀର କଂଗ୍ରେସର ୫୧ ଜଣ ନେତା କଂଗ୍ରେସ ଛାଡି ଗୁଲାମ ନବୀ ଆଜାଦଙ୍କ ଗ୍ରୁପରେ ଖୁବ ଶିଘ୍ର ସାମିଲ ହୋଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସଚନା ମିଳିଛି। ତେବେ ଜାମ୍ମୁ…
Read More...

ସୁପ୍ରିମକୋର୍ଟରେ ବନ୍ଦହେଲା ବାବ୍ରି ମାମଲା

ନୂଆଦିଲ୍ଲୀ: ମଙ୍ଗଳବାର ସପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦାଏର ହୋଇଥିବା ପୁରୁଣା ମାମଲା ଗୁଡିକରେ ଅଭିଯୁକ୍ତ ଓ ଆବେଦନକାରୀଙ୍କ ମୃତ୍ୟୁ ଘଟିଥିବାରୁ କୋର୍ଟ ସମ୍ପୃକ୍ତ ମାମଲା ଗୁଡିକୁ ବନ୍ଦ କରିଦେଇଛନ୍ତି। ଏହିକ୍ରମରେ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଦାୟର ହୋଇଥିବା ମାମଲାକୁ…
Read More...

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ଚଳିତ ବର୍ଷ ବନ୍ୟା ଓ ବର୍ଷାର କ୍ଷୟୟତି ରିପୋର୍ଟ ପ୍ରକାଶ ପାଇଛି। ବର୍ଷା ଓ ବନ୍ୟାରେ ୧ ଲକ୍ଷ ୨୦ ହାଜର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ବର୍ଷା ଓ ବନ୍ୟା ଲାଗି ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ୧୦ଟି ଜିଲ୍ଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।…
Read More...

ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ପଟ୍ଟାମୁଣ୍ଡାଇ: ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଲାଗି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ପଟ୍ଟାମୁଣ୍ଡାଇ ଜୋନାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ରକ୍ତଦାନ ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି…
Read More...

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଆଗ୍ରହୀ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଏଥିଲାଗି ଥରୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନେଇ ଶ୍ରୀ…
Read More...

ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭିନ୍ନ ଓ ଉଲ୍ଲେଖନୀୟ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନୂଆଦିଲ୍ଲୀ ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ (ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ) ପ୍ରଦାନ କରାଯିବ। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଏବଂ ଜଷ୍ଟିସ…
Read More...

ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ଲାଗି ବ୍ୟାଙ୍କ ସମେତ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ ରାଜସ୍ୱ ଓ ବିର୍ପଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ନୂଆଖାଇ ପର୍ବରେ ଛୁଟି ଘୋଷଣା କରିବାକୁ…
Read More...

ପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହ

ନୂଆଦିଲ୍ଲୀ: ଲାହୋର ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁ ପନିପରିବା ଓ ଫଳର ମୂଲ୍ୟ ଆକାଶଛୁଆଁ ହୋଇଛି। ଲାହୋର ବଜାରରେ ଟମାଟୋ ଏବଂ ପିଆଜର ମୂଲ୍ୟ କିଲୋ ପିଛା ଯଥାକ୍ରମେ ୫ ଶହ ଏବଂ ୪ ଶହରେ ପହଞ୍ଚିଛି। ବନ୍ୟା ଯୋଗୁ ବାଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ…
Read More...

ଦେଶର ୪ ମେଟ୍ରୋ ସହରରେ ଦୀପାବଳୀରୁ ୫ଜି ସେବା

ମୁମ୍ବାଇ: ଦୀପାବଳୀ ଅବସରରେ ରିଲାୟନ୍ସ ଜିଓ ପକ୍ଷରୁ ଦେଶର ୪ଟି ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ରିଲାଏନସ ଜିଓର ବାର୍ଷିକ ସାଧାରଣ ସଭାରେ କମ୍ପାନୀ ଘୋଷଣା କରିଛି। ରିଲାଏସନ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରି କହିଛନ୍ତି ଯେ ମୁଁ ପରବର୍ତ୍ତୀ ଯୋଜନା ଘୋଷଣା…
Read More...