Browsing Tag

Biswajit

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ପୁଞ୍ଜିପତି ଓ ବିଭିନ୍ନ ଦେଶର…
Read More...

ନୀତିଶ ଓ ତେଜସ୍ୱୀଙ୍କୁ ଭେଟିଲେ କେ. ଚନ୍ଦ୍ରଶେଖର ରାଓ

ପାଟନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ, ଚନ୍ଦ୍ରଶେଖର ରାଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ତେବେ ଏହି ଭେଟ ପଛରେ ୨୦୨୪ ସାଧାରଣ ନିର୍ବାଚନ ଲାଗି ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ୨୦୨୪ରେ ନୀତିଶଙ୍କ ଭୂମିକ କଣ…
Read More...

ସେପ୍ଟେମ୍ବରରେ ଓଡି଼ଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସପ୍ତାହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଜେପିର ୩ ପ୍ରମୁଖ ଚେହେରା ଆସନ୍ତା ମାସରେ ଓଡି଼ଶା ଗସ୍ତରେ ଆସୁଛନ୍ତି।…
Read More...

କୁଆଖାଇ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

କଟକ: କୁଆଖାଇ ନଦୀରେ ଭାସିଯାଇ ଦୁଇ ଯୁବକ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି। କଟକର ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ବ୍ରିଜ ନିକଟରେ ୨ଟି ବାଇକ ଥିବାବେଳେ ଭାସିଯାଇଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ଅଗ୍ନିଶମ…
Read More...

ରବି ବିଷ୍ଣୁ ଭାରତ ଲାଗି ଟ୍ରମ୍ପ କାର୍ଡ ହୋଇପାରନ୍ତି : ଡାନିଶ କାନେରିଆ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ବିଶ୍ୱାସ କରନ୍ତି ଯେ ରବି ବିଷ୍ଣୁ ଭାରତର ଖେଳୁଥିବା ଏକାଦଶରେ ଆବେଶ ଖାନଙ୍କ ସ୍ଥାନ ନେବା ଉଚିତ ଏବଂ ହଂକଂ ବିପକ୍ଷ ଆଗାମୀ ଏସିଆ କପ ୨୦୨୨ ମୁକାବିଲାରେ ଯୁବ ସ୍ପିନର ରୋହିତ ଶର୍ମାଙ୍କ ଟ୍ରମ୍ପ କାର୍ଡ ହୋଇପାରନ୍ତି। କାନେରିଆ…
Read More...

ଝାଡଖଣ୍ଡ ଦୁମକା ହତ୍ୟା ମାମଲା

ରାଞ୍ଚି: ଝାରଖଣ୍ଡ ଦୁମକା ନାବାଳିକା ହତ୍ୟା ମାମଲାରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ଏସଆଇଟି ଟିମ ଗଠନ କରାଯାଇଛି। ସେପଟେ ଏଫଏସଏଲ ଟିମ ଘଟଣାସ୍ଥଳରେ ପହଞ୍ଚି ସୁରାକ ସଂଗ୍ରହ କରିଛି। ଝାଡଖଣ୍ଡ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି।…
Read More...

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

ଭୁବନେଶ୍ୱର: ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି। ପ୍ରଥମେ ଇଣ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆଖାଇ ଉତ୍ସବ ପାଳନ ହୋଇଥିାଏ। ଏହାଛଡା ଇଷ୍ଟ ଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପୂର୍ବ…
Read More...

୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ପ୍ରଥମେ ସେଠାରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ୧୬ଟି ଦେଶର ଆମ୍ବାସାଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମେକ ଇନ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନିଜର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ। ଭୁବନେଶ୍ୱର ଲାଗି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲକୁ ଅନୁମତି…
Read More...

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡି଼ଶା ଆଦର୍ଶ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦଶମ, ଦ୍ୱାଦଶ ଓ ଜେଇରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୩ଟି ବିଭାଗରେ ବିଭକ୍ତ କରାଯାଇଥିବା ୟଙ୍ଗ…
Read More...