Browsing Tag

Biswajit

ଆସନ୍ତାକାଲିଠାରୁ ସ୍ପେଶାଲ ଓଜେଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ପେଶାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ତିନି ଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ। ଏମବିଏ, ବି ଟେକ, ବି ଫାର୍ମା ପ୍ରଭୃତି ବିଭାଗରେ ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ…
Read More...

ବିବାହକୁ ବୋଝ ବୋଲି ଭାବୁଛନ୍ତି ଯୁବପୀଢି

କେରଳ: ବର୍ତ୍ତମାନର ଯୁବପୀଢି ବିବାହକୁ ଏକ ବୋଝ ବୋଲି ଭାବୁଛନ୍ତି। ଫଲରେ ଦିନକୁ ଦିନ ପାଶ୍ଚାତ୍ୟ ସଂସ୍କୃତି ବଢିବାରେ ଲାଗିଛି। ଯୁବପୀଢିମାନେ ୟୁଜ ଆଣ୍ଡ ଥ୍ରୋ ସଂସ୍କୃତିକୁ ଆପଣାଇବାରେ ଲାଗିଛନ୍ତି। ଫଳରେ ଲିଭ ଇନ ରିଲେସନ ସିପ ବଢିବାରେ ଲାଗିଛି। ଫଳରେ ସମାଜ ଉପରେ କୁ ପ୍ରଭାବ ପକାଉଥିବା…
Read More...

ଝାଡଖଣ୍ଡରେ ରାଜନୈତିକ ସସପେନ୍ସ ଜାରି

ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରଣନୀତି ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଛି। ସମସ୍ତ ୟୁପିଏ ବିଧାୟକଙ୍କୁ ଏକଜୁଟ କରି ବିଜେପିକୁ ଟାର୍ଗେଟ କରିବା ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସେପ୍ଟେମ୍ବର…
Read More...

ମିଶନ ୨୦୨୪ ଲାଗି ପୋଷ୍ଟର ଜାରି କଲା ଜେଡିୟୁ

ପାଟନା: ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପରେ ରାଜ୍ୟ ରାଜନୀତି ସମେତ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ନୀତିଶ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ…
Read More...

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ତେବେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ସଦସ୍ୟ ରହିଛନ୍ତି। ସେହିପରି ବିଜେପିର ୮ ଜଣ…
Read More...

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡକୁ ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ୧୯ କିଲୋ ଗ୍ରାମ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ବିଜେଡିର ବଡ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ। ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମରେ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ…
Read More...

ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ନୂଆଖାଇର ଶଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଓଡିଶାର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି…
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

କେଉଁଝର: କେଉଁଝର ଜିଲ୍ଲା ଘଟଗାଁ ବ୍ଲକ ଓ ହାଟଡିହି ବ୍ଲକରେ କାର୍ଯ୍ୟରତ ବ୍ଲକ ଶିକ୍ଷାଧିକାରୀ ଅଭୟ ବେହେରା ୧୫ ହଜାର ଟଙ୍କା ଲାଞ୍ଚ ନେଉ ଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଇଓଙ୍କ ଠାରୁ ବାଲେଶ୍ୱର ଭିଜିଲାନ୍ସ ଟିମ୍ ୧୫ ହଜାର ଟଙ୍କାକୁ ଜବତ କରିଥିଲା। ତେବେ ଶ୍ରୀ…
Read More...

ବିଜେଡି ମହିଳା ମୋର୍ଚ୍ଚା ପୁର୍ନଗଠନ

ଭୁବନେଶ୍ୱର: ବିଜେଡି ମହିଳା ମୋର୍ଚ୍ଚାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁର୍ନଗଠନ କରିଛନ୍ତି। ୩୦ ଜିଲ୍ଲା ଲାଗି ଦଳ ପକ୍ଷରୁ କମିଟି ଘୋଷଣା କରାଯାଇଛି। ୨୩ ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସେହିପରି ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ…
Read More...