Browsing Tag

Bishakhapatna

ବଗିକୁ ଛାଡି ୨ କିଲୋମିଟର ଚାଲିଗଲା ଟ୍ରେନ ଇଞ୍ଜିନ, ତଦନ୍ତ ଆରମ୍ଭ

(ବିଶାଖାପଟନମ) : ବଗିକୁ ଛାଡି ୨ କିଲୋମିଟର ଚାଲିଗଲା ଟ୍ରେନ ଇଞ୍ଜିନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଶାଖାପଟନ-ନିଜାମୁଦ୍ଦିନ ସମତା ଏକ୍ସପ୍ରେସରେ । ବିଶାଖାପଟନମରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମତା ଏକ୍ସପ୍ରେସର ଇଞ୍ଜିନ ଯାତ୍ରୀ ବାହୀ ବଗିଗୁଡ଼ିକୁ ଛାଡି ପ୍ରାୟ ୨ କିଲୋମିଟର…
Read More...

ବଗି ଛାଡି ଚାଲିଗଲା ଇଞ୍ଜିନ : ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ

ରାୟଗଡ଼ା : ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ । ଆନ୍ଧ୍ରରେ ସୀତାନଗରମ୍ ଷ୍ଟେସନ ପାଖରେ ବଗି ଛାଡି ଚାଲିଗଲା ଇଞ୍ଜିନ ।  ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସୀତାନଗରମ୍ ଷ୍ଟେସନରେ ।…
Read More...