ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨
ବର୍ମିଂହାମ: ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବିଭିନ୍ନ ବିଭାଗରେ ପଦକ ପରେ ପଦକ ହାତେଇବାରେ ଲାଗିଛି। ପିଭି ସିନ୍ଧୁଙ୍କ ପରେ ଆଉଜଣେ ଭାରତୀୟ ଲକ୍ଷ୍ୟ ସେନ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ ଏହି…
Read More...
Read More...