ଚଳିତ ବର୍ଷ ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ
ସମ୍ବଲପୁର: ହିରାକୁଦରେ ୨୦ ପ୍ରଜାତିର ନୂଆ ପକ୍ଷୀ । ଚଳିତବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ଲକ୍ଷ ୪୨ ହଜାର ପକ୍ଷୀ । ଜଳଭଣ୍ଡାରରେ ପକ୍ଷୀଗଣନା ଶେଷ ପରେ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଲଫଓ ଅଂଶୁପ୍ରଜ୍ଞା ଦାଶ ।
ସୂଚନା ଅନୁଯାୟୀ, ଗତବର୍ଷ ୧୦୮ ପ୍ରଜାତିର ୩…
Read More...
Read More...