ବଲିଉଡର ସଂସ୍କାରୀ ଅଭିନେତାଙ୍କ୍ ବିରୋଧରେ ଅଭିଯୋଗ ଆଣିଲେ ପ୍ରଯୋଜିକା ବିନୀତା ନନ୍ଦା
(ସଂଜୁକ୍ତା) : ଗତ କିଛି ଦିନ ଧରି ବଲିଉଡ୍ ରେ ଗୋଟିଏ ପରେ ଗୋଟିଏ ଯୌନ ଶୋଷଣର ଗୁମର ଫିଟିବାରେ ଲାଗିଛି । ଅଭିନେତା ନାନା ପାଟେକର, ନିର୍ଦ୍ଦେଶକ ବିକାଶ ବହଲ ଏବଂ କମେଡିଆନ ଉତ୍ସବ ଚକ୍ରବର୍ତ୍ତୀଙ୍କ ପରେ ଏବେ ଟେଲିଭିଜନ ଜଗତର ‘ସଂସ୍କାରୀ ବାବୁ’ କୁହାଯାଉଥିବା ଆଲୋକ ନାଥଙ୍କ ପାଳି ପଡିଛି ।…
Read More...
Read More...