ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର
Bihar CM: ଆସନ୍ତା ୨୦ ତାରିଖ ଗୁରୁବାର ବିହାରରେ ନୂଆ ସରକାର । ଗୁରୁବାର ୧୧ଟାରୁ ୧୨ଟା ମଧ୍ୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଉତ୍ସବରେ ଭାଗ ନେବେ ।
ମିଳିଥିବା ସୂଚନା ଅନୁଯାୟୀ,…
Read More...
Read More...