ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ରାଜ୍ୟ ଅତିଥି ଭବନ ଯିବେ ବିହାର ମୁଖ୍ୟମନ୍ତ୍ରୀ । ଅତିଥି ଭବନରୁ ୧୧ଟା ୫୫ରେ ବାହାରି ନବୀନ ନିବାସ ଯିବେ…
Read More...
Read More...