ଫତେପୁର ସିକ୍ରିରେ ଫଟୋ ଉଠାଉଥିବା ବେଳେ ବଡ ଅଘଟଣ : ୯ ଫୁଟ ଉଚ୍ଚରୁ ଖସି ଚାଲିଗଲା ଜୀବନ
ବ୍ୟୁରୋ: ଫଟୋ ଉଠାଇବା ହେଲା କାଳ । ଅକାଳରେ ଚାଲିଗଲା ଜୀବନ । ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିକ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ଘଟିଛି ଏକ ବଡ ଅଘଟଣ । ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଯାଇଛି ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ…
Read More...
Read More...