Browsing Tag

Bidhan Sabha

ଧାରା ୩୭୦କୁ ନେଇ ଜମ୍ମୁକାଶ୍ମୀର ବିଧାନସଭାରେ ହାଇଭୋଲଟେଜ ଡ୍ରାମା

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ବିଧାନସଭାରେ ହଙ୍ଗାମା । ରଣ କ୍ଷେତ୍ର ପାଲଟିଛି ବିଧାନସଭା ପରିସର । ଧାରା ୩୭୦ ସମ୍ପର୍କିତ ବ୍ୟାନର ପ୍ରଦର୍ଶନକୁ ନେଇ ବିଧାନସଭାରେ ହଟଗୋଳ। ହାତାହାତି ହୋଇଛନ୍ତି ଏକାଧିକ ଦଳର ବିଧାୟକ । ଫଳରେ ପରିସ୍ଥିତିକୁ ଦେଖି କିଛିସମୟ ପାଇଁ ଗୃହକୁ ମୁଲତବୀ…
Read More...

ହାତୀ ନେଇଛନ୍ତି 1145 ଜୀବନ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର:   ଗତ 10 ବର୍ଷରେ ହାତୀ ନେଇଛନ୍ତି 1145 ଜୀବନ | 2013-14 ରୁ 2023-24 ଭିତରେ ହାତୀ ମଣିଷ ଲଢେଇରେ ଏତିକି ଲୋକଙ୍କର ମୃତ୍ୟୁ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ |  ଆହୁରି ବଡ କଥା ହେଲା 41 ଟି ହାତୀଙ୍କୁ ମାରିଛନ୍ତି ଶିକାରୀ | ସେହିପରି ଗତ…
Read More...

ବିଧାନସଭାରେ ରେଭେନ୍ସା ତାତି : ଗୃହରେ ବିଜେଡିର ପ୍ରବଳ ହଟଗୋଳ

ଭୁବନେଶ୍ୱର:   ବିଜେଡି ବିଧାୟକ ବ୍ୟମୋକେଶ ରାୟ ଙ୍କ ନାଁ ରେ ମାମଲା ପରେ ଗୃହରେ ପ୍ରସଙ୍ଗ ଉଠାଇଲା ଖୋଦ ବ୍ୟମୋକେଶ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟମୋକେଶ କହିଛନ୍ତି ମୋତେ ସୁରକ୍ଷା ଦିଆଯାଉ । ମୋ ନାଁ ରେ ଆର୍ମସ ଆକ୍ଟ ଲଗାଯାଇଛି । ମୁଁ ମସାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ…
Read More...

ସରିଲା ମୌସୁମୀ ଅଧିବେଶନ, ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ

ଭୁବନେଶ୍ୱର : ସରିଲା ମୌସୁମୀ ଅଧିବେଶନ । ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁର ବିଲ୍ ପାରିତ ହୋଇଛି ।ଅଧିବେଶନ କାଳରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ…
Read More...

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ‘ଅପା’ ସମ୍ବୋଧନ କଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : ବିଧାନସଭାରେ ଅପା ଉପାଖ୍ୟାନ। ବିଧାନସଭାରେ ବାଚସ୍ପତି ‘ଅପା’ । ଆଜି ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ।ସୁରୁଖୁରୁରେ ଚାଲିଥିଲା ବିଧାନସଭାର ପ୍ରଶ୍ନକାଳ। ଏହି ସମୟ ରେ ନୂତନ ଭାବେ ବାଚସ୍ପତି ଦାୟିତ୍ୱ ନେଇଥିବା ପ୍ରମିଳା ମଲ୍ଲିକଙ୍କୁ କୃଷି…
Read More...

ବିଧାନସଭାରେ ପାଳିତ ହେଲା ହରେକୃଷ୍ଣ ମହାତାବଙ୍କର ଶ୍ରାଦ୍ଧ ଦିବସ

ଓଡିଶା : ଓଡିଶା ବିଧାନସଭା ପରିସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଓଡିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହାତାବଙ୍କ ୩୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି…
Read More...

ସମାନ କାମକୁ ସମାନ ଦରମା ; ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର : ସମାନ କାମକୁ ସମାନ ଦରମାକୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ବର୍ଷିଲା ବିରୋଧୀ ବିଜେପି। ରାଜ୍ୟ ସରକାର କହୁଛନ୍ତି ଆମେ ଚୁକ୍ତି ଭିତ୍ତିକ ପ୍ରଥା ଉଠାଇ ଦେଇଛୁ , ତେବେ ଆଉଟ୍ ସୋର୍ଶୀଙ୍ଗୀ ଓ ପ୍ରୋଇଭେଟ ମାଧ୍ୟମରେ ଚାକିରି…
Read More...

ଶିକ୍ଷକ ରାସ୍ତାରେ ରୁହନ୍ତୁ ବୋଲି ସରକାର ଚାହାନ୍ତି ନାହିଁ – ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର…

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ବିବୃତି ରଖିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା | ଗତକାଲି ଗଣଶିକ୍ଷା ସଚିବ 45 ମିନଟ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କଲେ | ରାଜ୍ୟ ସରକାର ସେମାନଙ୍କ ଦାବିର ବିଭିନ୍ନ ଦିଗକୁ…
Read More...

ମୁଖ୍ୟମନ୍ତ୍ରୀ କେବେବି ଦୋଷୀଙ୍କୁ ପ୍ରଶୟ ଦେଇ ନାହାନ୍ତି – ଗୃହ ରାଷ୍ଟ୍ରମନ୍ତ୍ରୀ, ତୁଷାର କାନ୍ତି ବେହେରା 

ଭୁବନେଶ୍ୱର : ମୁଲତବୀ ଆଲୋଚନା ପରିଶେଷରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ପ୍ରତିକ୍ରିୟା। ବିରୋଧୀ ଦଳ ମୁଖ୍ୟ ସଚେତକ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ ଭିତ୍ତିହୀନ, ଆଇନ୍ ସମସ୍ତଙ୍କ ଠୁ ଉର୍ଦ୍ଧରେ । ମୁଖ୍ୟମନ୍ତ୍ରୀ କେବେବି ଦୋଷୀଙ୍କୁ ପ୍ରଶୟ ଦେଇ ନାହାନ୍ତି। ସବୁ…
Read More...

ଯିଏ ଅପରାଧ କରିଛି ସିଏ ଦଣ୍ଡିତ ହେବା ଉଚିତ – ଅମର ପ୍ରସାଦ ଶତପଥୀ

ଭୁବନେଶ୍ୱର : ବିଧାନସଭା ଗୃହରେ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ | ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସେସନାଲ କେସ । ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରା ଯାଉଛି।  ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ…
Read More...