Browsing Tag

Bhubneswar

ଟଙ୍କା ଦେଇ ଭିଡ ଜମାଇଥିଲେ !

ମେଡିକାଲରୁ ଡିସଚାର୍ଜ ହେବାପରେ, ବବି ଦାସ ଆରମ୍ଭ କରିଛନ୍ତି “ଅସୁସ୍ଥତା-୨.୦”ର ନାଟକ । ଲୋକସେବା ଭବନ ଏବଂ ଏମ୍ସ ମେଡିକାଲରେ ଏହି ନାଟକର ପ୍ରଥମ ଭାଗ ପୁରା ରାଜ୍ୟକୁ ଦେଖାଇ ସାରିଥିବା ବବି ଦାସ, ଗତକାଲି ଯାଜପୁର ସ୍ଥିତ ତାଙ୍କ ବାସଭବନରେ ଆରମ୍ଭ କରିଥିଲେ ଏହାର ଦ୍ୱତୀୟ ଭାଗ । ଫରକ କେବଳ…
Read More...

ଆଦିବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ିଛି

ଭୁବନେଶ୍ୱର-: ରାଜ୍ୟରେ ଦିନକୁ ଦିନକୁ ଯେଉଁଭଳି ଭାବରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି ଏହାକୁ ବିରୋଧ କରି ଆଜି ଦଳିତ ଆଦିବାସୀ ମହାସଂଘ ବିଧାନସଭା ଘେରାଉ ଡାକରା ଦେଇଥିଲା। ଅତ୍ୟାଚାର ନିବାରଣ ଆଇନ କାର୍ଯ୍ୟକାରୀ କରିବା ନେଇ ଦାବି କରିଥିଲେ। ଗଞ୍ଜାମ ଧରାକୋଟରେ ଦଳିତ…
Read More...

ଡେରିରେ ଅଫସିରେ ପହଞ୍ଚିବାରୁ ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଡେରିରେ ଅଫସିରେ ପହଞ୍ଚିଲେ କଟିବ ଦରମା । କାରଣ ଅଫିସ ଯେଉଁମାନେ ଏବେ ଲେଟ୍ ରେ ଆସିବେ, ସେମାନଙ୍କର ଦରମା କଟିବ ବୋଲି ନିର୍ଦ୍ଦେଶ ରହିଛି । ତେବେ ବିଳମ୍ବରେ ଅଫିସ ଆସୁଥିବା ସିଡିଏର ୧୮ଜଣ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଉନ୍ନୟନ…
Read More...

ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ଆସି ପଦ୍ମ ଧରିଲେ ପର୍ଶୁରାମ ଧଡ଼ା । ବିଜେଡ଼ିରୁ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡିଥିଲେ ପର୍ଶୁରାମ । ସୂଚନା ଅନୁଯାୟୀ, ୨୦୧୯ରେ ସୋରରେ…
Read More...

ବଦଲା ସହ ଫାଇନାଲରେ ଭାରତ

ମୁମ୍ବାଇ : ଦୀର୍ଘ ୧୨ ବର୍ଷ ହେଲା ରହିଥିବା ଅପେକ୍ଷାରେ ଅନ୍ତ ହେଲା । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଅପରାଜେୟ ଭାରତ । ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ରଚିଛି ଇତିହାସ । କ୍ରମାଗତ ୧୦ ବିଜୟ ସହ…
Read More...

ବିଧାୟକ ପ୍ରତାପ ଜେନାଙ୍କୁ ସମନ;ଅକ୍ଟୋବର ୩୧ ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର; ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୩୧ ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ମାହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ ହାଜର…
Read More...

ଲେମ୍ବୁ ଚୋପାରୁ ଟେଷ୍ଟି ରେସିପ

ବ୍ୟୁରୋ : ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାରୁ ତିଆରି ଦୁଇଟି ଭଲ ରେସିପି ବିଷୟରେ କହିବାକୁ ଯାଉଛୁ । ସାଧାରଣତଃ ଆମେ ଲେମ୍ବୁକୁ ଚିପୁଡି ସାରିଲା ପରେ ଏହାର ଚୋପାକୁ ଫୋପାଡ଼ି ଦେଇ ଥାଉ । କିନ୍ତୁ ଏହାକୁ ନ ଫୋପାଡ଼ି ଏଥିରେ ଗୋଟିଏ ମଜାଦାର ରେସିପି ତିଆରି କରି ପାରିବେ । ଆସନ୍ତୁ ଜାଣିବା କେମିତି…
Read More...

ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏଠାରେ ଅବସ୍ଥାପିତ…
Read More...

ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର : ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ…
Read More...

ରାଜ୍ୟ ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ,ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର

ଭୁବନେଶ୍ୱର: ରାଜ୍ୟ ବଜେଟ ୨୦୨୩-୨୪ରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ ।  ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା । ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର । ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ…
Read More...