Browsing Tag

Bhubbaneswar

ଜେଟ୍‌ ଏୟାରଓ୍ବେଜ ସ୍ଥିତାବସ୍ଥାକୁ ଫେରିବ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଋଣଗସ୍ତ ବିମାନ ସଂସ୍ଥା ଜେଟ୍‌ ଏୟାରଓ୍ବେଜ ସ୍ଥିତାବସ୍ଥାକୁ ଫେରିବ। ଏହାର ପୁନର୍ଗଠନ ଯୋଜନା ନେଇ ବର୍ତ୍ତମାନ କାର୍ୟ୍ୟପନ୍ଥା ଗ୍ରହଣ କରାଯାଉଛି। ବ୍ୟାଙ୍କଗୁଡ଼ିକ ସହାୟତାରେ ଏହା ହାତକୁ ନିଆଯାଉଥିବା ଜେଟ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ଏତିହାଦ…
Read More...

କଟକର ଐତିହାସିକ ବାଲିଯାତ୍ରା ଉଦଘାଟିତ

(ବିଶ୍ୱଜିତ୍ ଦାସ): ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଶୁକ୍ରବାର ସଂଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ…
Read More...

ଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍…

(ରିପୋର୍ଟସ ଟୁଡେ): ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଏବଂ ଧାକଡ୍ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ପୂର୍ବରୁ ବହୁତ ସମୟରୁ ଲୟରେ ଦେଖାଯାଉନଥିଲେ । ଏହାର ଫଳସ୍ୱରୂପ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇନାହିଁ । ଏବେ ୨୧ ନଭେମ୍ବର ଅର୍ଥାତ୍ ଆଜି ଆରମ୍ଭ ହେବାକୁ…
Read More...

ମଦ ଦୋକାନ ଉପରେ ବୋମାମାଡ

(ଜୟନ୍ତ କୁମାର ସେଠୀ): ମଦ ଦୋକାନ ଉପରେ ବୋମାମାଡ । ପୁରୀ ଜିଲ୍ଲା କୋଣାର୍କ ମଦ ଦୋକାନ ଉପରେ ଦୁଇଟି ବୋମା ଫିଙ୍ଗି ଦୁବୃତ୍ତ ଫେରାର । ଗତକାଲି ରାତିରେ ସେଲସ ମ୍ୟାନ ଦେକାନ ବନ୍ଦ କରୁଥିବା ସମୟରେ ଦୃବୁର୍ତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ଘଟଣାସ୍ଥଳରେ ଦୁଇଟି ବୋମା ଫୁଟିଥିଲା ।…
Read More...

ହୁ ହୁ ହୋଇ ଜଳିଗଲା ଟ୍ରକ

(ହରିଶଚନ୍ଦ୍ର ଦାସ): ଢେଙ୍କାନାଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁ ନିକଟ ଦେଇ ଯାଉଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ନିଆଁ ଲାଗି ଟ୍ରକଟି ଜଳି ଯାଇଛି । ତେବେ ଟ୍ରକ୍‌ର ଡ୍ରାଇଭର ଓ ହେଲପର୍‌ କୌଣସି ମତେ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ଖବର ପାଇ ଦମକଳବାହିନା ଘଟଣାସ୍ଥଳରେ ପହଞ୍ଚି…
Read More...

ଆଶାକର୍ମୀଙ୍କ ପାଇଁ ଖୁସି ଖବର, ଦୀପାବଳୀ ଭେଟି ଦେଲେ କେନ୍ଦ୍ର ସରକାର

(ରିପୋର୍ଟସଟୁଡେ) : ଆଗକୁ ଆସୁଛି ଦୀପାବଳୀ ଆଶା କର୍ମୀଙ୍କୁ ଖୁସି କରେଇବା ପାଇଁ ଆଶାକର୍ମୀଙ୍କୁ ଦୀପାବଳୀ ଭେଟି । ଆଶା କର୍ମୀଙ୍କ ପାଉଣା ବଢାଇଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଶା କର୍ମୀଙ୍କ ଗସ୍ତ ପାଉଣା ୨୫୦ଟଙ୍କାରୁ ୩ଶହ ଟଙ୍କା ବୃଦ୍ଧି କରିଛନ୍ତି । ପ୍ରତିମାସରେ ୨୦ଟି ଗସ୍ତ ପାଇଁ…
Read More...

ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡାଣ ବାତିଲ, ୩୦୦ ବିମାନ ଉଡାଣ ପ୍ରଭାବିତ

(ସୌମ୍ୟ ରଂଜନ ସେଠୀ): ମୁମ୍ବାଇ ବିମାନବନ୍ଦରରେ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ସମସ୍ତ ଉଡାଣକୁ ବାତିକ କରି ଦିଆଯାଇଛି । ଫଳରେ କିଛି ବିମାନର ଉଡ଼ାଣ ସମୟସୀମାକୁ ପରିବର୍ତ୍ତିତ କରାଯାଇ ଥିବାବେଳେ କିଛି ବିମାନର ଗତିପଥ ବଦଳାଇ ଦିଆଯାଇଛି। ମଙ୍ଗଳବାର ବିମାନ ବନ୍ଦରର ମୁଖ୍ୟ ରନ ୱେ ଓ ଦ୍ୱିତୀୟ…
Read More...

ଓଡିଶା କୁଡୁମି ସମାଜ ପକ୍ଷରୁ ନଭେମ୍ବର ୨ରେ ବିରାଟ ପ୍ରତିବାଦ ସଭା

(ଅମରେନ୍ଦ୍ର ଦେହୁରୀ): ଯୁଆଙ୍ଗଙ୍କ ଜମି ଜବରଦଖଲ ବିରୋଧୀ କରି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକର ନଳପଙ୍ଗା ଗ୍ରାମରେ ୨୭ଟି କୁଡୁମି ପରିବାରର ଜମି ଯୁଆଙ୍ଗମାନେ ଜବରଦଖଲ କରୁଛନ୍ତି । ସେହି ୨୭ଟି ପରିବାର ରାଜାଙ୍କ ଅମଳରୁ ସେଠାରେ ବସବାସ…
Read More...

ଅମୃତସର ରେଳ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାମନ୍ତ୍ରୀ

(ମମତା ସାମଲ) : ରାବଣ ପୋଡି ବେଳେ ଅମୃତସର ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି , ଅମୃତସର ସହରରେ ରେଳ ଦୁର୍ଘଟଣାକୁ ନେଇ ମୁଁ ଗଭୀର ଭାବେ ମର୍ମାହତ । ଏହି ଦୁଃଖଦ ଘଟଣା ମର୍ମ ବିଦାରକ । ଯେଉଁ ପରିବାର ସେମାନଙ୍କ ପ୍ରିୟ…
Read More...

ବାଇଗଣ ଖାଇଲେ କ’ଣ ମିଳେ ଉପକାର ….

(ସୋମ୍ୟ ରଂଜନ ସେଠୀ): ଦେଖିବାକୁ ମିଳେ କେତେ ଜଣ ବାଇଗଣ ଖାଅନ୍ତି ନାହିଁ, ସେମାନଙ୍କ ଧାରଣା କି ବାଇଗଣ ଖାଇଲେ ଆଲର୍ଜି ହୁଏ କିନ୍ତୁ ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲଭାବେ ଫଳିଥାଏ । ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ…
Read More...