Browsing Tag

bhubaneswra

ବାଲୁକା କଳା ମାଧ୍ୟମରେ ’ଟଲ ମ୍ୟାନ’ଙ୍କୁ ଶ୍ରଦ୍ଧାଞ୍ଜଳୀ

(ଭୁବନେଶ୍ୱର) : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏଥିନିମନ୍ତେ ବିଜୁଙ୍କ ଜୟନ୍ତୀ ପାଳନ ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ’ଟଲ ମ୍ୟାନ’ଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ…
Read More...

ଶେଷ ହେବା ସମୟରେ ଆରମ୍ଭ ହୋଇନାହିଁ ରେଳ ଡିଭିଜନ କାର୍ଯ୍ୟ

ରାୟଗଡା(ମନୋଜ କୁମାର ସାହୁ): ରାୟଗଡାରେ ରେଳ ଡିଭିଜନ ସ୍ଥାପନ ନେଇ ଅଢ଼େଇ ବର୍ଷ ତଳେ ଘୋଷଣା ହେଇଥିଲେ ମଧ୍ୟ କାମ ଆଗକୁ ବଢ଼ୁ ନାହିଁ । ଏହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ଦେଖାଦେବାରୁ ରେଳ ଡିଭିଜନ ସ୍ଥାପନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ । ୨୦୧୯ ସାଧାରଣ ନିର୍ବାଚନ…
Read More...