ଆଜିଠୁ ଭୁବନେଶ୍ୱର ଦୁବାଇ ବିମାନ ସେବା
ଭୁବନେଶ୍ୱର:ଆଜିରୁ ଆରମ୍ଭ ହୋଇଛି ଭୁବନେଶ୍ୱରରୁ ସିଧା ଦୁବାଇ ବିମାନ ସେବା । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଉଦ୍ୟମ, ଆର୍ଥିକ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁବାଇ ଉଡ଼ାଣର…
Read More...
Read More...