Browsing Tag

Bhubaneswar

ଆଖୁପଦର ପାଖ ଜଙ୍ଗଲରୁ ଫାର୍ମ ହାଉସ ଉଚ୍ଛେଦ ପାଇଁ ଏନଜିଟିଙ୍କ ଅର୍ଡର

ଭୁବନେଶ୍ୱର: ନୟାଗଡ ଆଖୁପଦର ପାଖ ଜଙ୍ଗଲରୁ ଫାର୍ମ ହାଉସ ଉଚ୍ଛେଦ ପାଇଁ ଏନଜିଟିଙ୍କ ଅର୍ଡର । ରଣପୁର ତହସିଲ ଆଖୁପଦର ନିକଟ ସ୍ୱସ୍ତିକ ଫାର୍ମ ହାଉସକୁ ଉଚ୍ଛେଦ କରିବା ପାଇଁ ଏନଜିଟି ଅର୍ଡର କରିଛନ୍ତି । ସୂଚନା ଅନୁଯାୟୀ , ଏହି ଫାର୍ମହାଉସଟି ସଂରକ୍ଷିତ ଜଙ୍ଗଲରେ ବେଆଇନଭାବେ ନିର୍ମାଣ ହୋଇଥିବା…
Read More...

ଜଙ୍ଘରେ ଶ୍ରୀଜଗନ୍ନାଥଙ୍କ ଟାଟୁ କରାଯିବା ଘଟଣା : ୨ ଗିରଫ

ଭୁବନେଶ୍ୱର: ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ କରିବା ପଡିଲା ମହଙ୍ଗା। ଟାଟୁ ଆର୍ଟିଷ୍ଟ ଓ ଟାଟୁ ଦୋକାନ ମାଲିକ ଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । ସୁବ୍ରତ କୁମାର ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କଲା ପୋଲିସ । ରକି ଓରଫ ରକି ରଞ୍ଜନ ବିଷୋୟୀ ଓ ଟାଟୁ ଆର୍ଟିଷ୍ଟ…
Read More...

ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା: EOW ରେ ସୌମ୍ୟ ଶଙ୍କର

ଭୁବନେଶ୍ୱର: ଇଓଡବଲୁରେ ସୌମ୍ୟ ଶଙ୍କର ଚକ୍ର  l ଗନ୍ଧମାର୍ଦନ ଲୋଡିଂ  ଆଣ୍ଡ କୋଓପରେଟିଭ ସୋସାଇଟିର ଘୋଟାଲା ଉପରେ ପଚରା ଉଚରା l  ଶୌମ୍ୟ ସହିତ 6 ଜଣଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଓଡବଲୁ l ଏହି ମାମଲାରେ ପୁର୍ବରୁ ମାନସ ବାରିକ ପୁର୍ବତନ ସଭାପତିଙ୍କୁ ଗିରଫ କରିଥିଲା ଇଓଡବଲୁ l  …
Read More...

ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…

ଭୁବନେଶ୍ୱର :  ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦଙ୍କ ବିୟୋଗରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, "ସତ୍ୟ ପ୍ରକାଶ ନନ୍ଦ ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଥିଲେ। ୧୯୭୫ ମସିହାରେ ଭାରତୀୟ…
Read More...

ଏପ୍ରିଲରୁ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ଏପ୍ରିଲରୁ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ । ରାଜସ୍ଵ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ମାର୍ଚ୍ଚ ଶେଷ ସୁଦ୍ଧା ଡ୍ରାଫ୍ଟକୁ ତର୍ଜମା କରି ସଂଶୋଧନ କରାଯିବ । ପରେ ମୋଡାଲିଟି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଯିବ ।…
Read More...

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ

ଭୁବନେଶ୍ୱର; ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଆଜି ଚାମ୍ପିୟନ୍ସ ଟ୍ରଫିରେ ଭାରତ-ନ୍ୟୁଜଲାଣ୍ଡ ଶେଷ ଲିଗ୍ ମ୍ୟାଚ୍ । ଆଜିର ମ୍ୟାଚରେ ଭାରତ ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ଆଜିର ମ୍ୟାଚରେ ହର୍ଷିତ ରାଣାଙ୍କ ସ୍ଥାନରେ ଖେଳୁଛନ୍ତି ବରୁଣ ଚକ୍ରବର୍ତ୍ତୀ । ଯିଏ ଆଜିର…
Read More...

ଆଜିଠୁ ଆରମ୍ଭ ହୋଇଯାଇଛି ରମଜାନ

ଭୁବନେଶ୍ୱର; ଆଜିଠୁ ଆରମ୍ଭ ହୋଇଯାଇଛି ରମଜାନ ।  ଇସଲାମର ସବୁଠାରୁ ପବିତ୍ର ମାସ ରମଜାନ । ଆଧ୍ୟାତ୍ମିକ ,ଭକ୍ତି ଓ ପ୍ରାର୍ଥାନର ମାସ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହି ନମାଜ ପାଠ କରିଥାନ୍ତି । ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି…
Read More...

ମାର୍ଚ୍ଚ ୩୧ ହେଉଛି ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ

ଆମର ସ୍ୱଭାଗ୍ୟ। ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ଯାହା ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉର୍ଦ୍ଧ୍ବ ଛୁଇଁଛି। ମାର୍ଚ୍ଚ ୩୧ ହେଉଛି ଏଥର ପାଇଁ…
Read More...

୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା; ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି…

୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଏହାସହ ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପଞ୍ଚମ କିସ୍ତିରେ ୧.୭ଲକ୍ଷ…
Read More...

ଏଟିଏମ ଲୁଟ ଘଟଣାରେ : ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାଦ କରିଛି । ପୋଲିସ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧିନସ୍ଥ ଶ୍ରୀରାମ ନଗରରେ ଥିବା ଏକ ଏସବିଆଇ…
Read More...