Browsing Tag

Bhubaneswar

ପ୍ରକାଶ ପାଇଛି କଂଗ୍ରେସର ୪୦ ଜଣିଆଣି ଷ୍ଟାର୍ ପ୍ରଚାରକ ତାଲିକା

ଭୁବନେଶ୍ବରଶ୍ବ :  ପ୍ରକାଶ ପାଇଛି କଂଗ୍ରେସର ଷ୍ଟାର୍ ପ୍ରଚାରକ ତାଲିକା ।  କଂଗ୍ରେସର ୪୦ ଜଣିଆଣି ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବେ । ଏହି ତାଲିକାରେ ମଲ୍ଲିକା ର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ,…
Read More...

ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ପ୍ରଚାର, ଜିତିଲେ ହୃଦୟ

ଭୁବନେଶ୍ୱର:ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି କୋରାପୁଟ ପରେ ନବରଙ୍ଗପୁରରେ ମଧ୍ୟ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଲୋକଙ୍କ ହୃଦୟ ଜିତିଛନ୍ତି। ନବରଙ୍ଗପୁରର ମାଝୀଗୁଡା ଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇ…
Read More...

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ , ଭୁବନେଶ୍ୱରରେ କଡାକଡି କରାଯିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା କାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯିବ ।  SPG ସହ ଆଲୋଚନା କରାଯାଇଛି ବିମାନବନ୍ଦର ରେ । CISF ଆଉ…
Read More...

ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରଚାର

ଭୁବନେଶ୍ୱର:  ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ…
Read More...

ଭୁବନେଶ୍ୱରରେ କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କ

ଭୁବନେଶ୍ୱର: ଯେତିକି ପାଖେଇ ଆସୁଛି ସାଧାରଣ ନିର୍ବାଚନ ସେତିକି ଓଡିଶା ମୁହାଁ ହେଉଛନ୍ତି ବିଜେପିର ବରିଷ୍ଠ ନେତା । ଏବେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା ।ଭାରତୀୟ ଜନତା ପାର୍ଟିର କେନ୍ଦ୍ରିୟ ନେତୃ ବୃନ୍ଦ ଘନ ଘନ ଓଡିଶା ଗସ୍ତରେ ଅସୁଥିବା ଦେଖିବାକୁ ମିଳୁଛି । ନିକଟରେ ଅମିତ ଶାହ ସୋନପୁର ,…
Read More...

ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ ପରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । ପରେ ନବରଙ୍ଗପୁରରେ…
Read More...

ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି ।ତେବେ ମୁଖ୍ୟତଃ ସେ ଦୁଇଟି…
Read More...

ସନ୍ତୋଷ ଖଟୁଆ ହେଲେ ନୀଳଗିରିରୁ ବିଜେପି ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର: ସନ୍ତୋଷ ହେଲେ ନୀଳଗିରିରୁ ବିଜେପି ପ୍ରାର୍ଥୀ । ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ବିଧାୟକ ପ୍ରାର୍ଥୀ । ନୀଳଗିରି ବିଧାନସଭା ଆସନରୁ ଲଢିବେ ସନ୍ତୋଷ । ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ ।…
Read More...

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ

ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ଜିନା ସାମଲ। 2015ରୁ ସେ ବିଜେଡି ପାଇଁ କ୍ୟାମ୍ପେନ କରୁଥିଲେ। କିଛି ଦିନ ପାଇଁ ବିଜେପିକୁ ଯାଇଥିଲେ। ହେଲେ ଏବେ ବିଜେଡିକୁ ଫେରି ଆସିଛନ୍ତି। ଏ ମିଶ୍ରଣ ପର୍ବରେ ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ତରଫରୁ ସସ୍ମିତ ପାତ୍ର ତାଙ୍କୁ ଉତ୍ତରୀୟ ଦେଇ…
Read More...

୬ ତାରିଖ ବେଳକୁ ତାପମାତ୍ରା ୩ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ଉପକୂଳ ଓଡିଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିବା ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମପ୍ରବାହ ଲାଗିରହିବ । ୬ ତାରିଖ ବେଳକୁ ତାପମାତ୍ରା ୩ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଗ୍ରୀଷ୍ମପ୍ରବାହରେ…
Read More...