Browsing Tag

Bhubaneswar

ପ୍ରଧାନମନ୍ତ୍ରୀଙ୍କ ରୋଡ ସୋକୁ ନେଇ ଟ୍ରାଫିକ କଟକଣା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ତା କରାଯାଇଛି । ଅପରାହ୍ନ ୨ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳକୁ ସଂପୂର୍ଣ୍ଣ ବାରଣ…
Read More...

ବିଜେଡି ଘୋଷଣା କଲା ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ବିଜେଡି ଘୋଷଣା କଲା ନିର୍ବାଚନୀ ଇସ୍ତାହାର  । ୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ…
Read More...

ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆଜି ଭୁବନେଶ୍ୱର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ ସୋ । ରାଜ୍ୟ ବିଜେପି କାର୍ୟ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ  ରୋଡ୍ ସୋ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଟ୍ରାଫିକ୍ କଟକଣା ଜାରି…
Read More...

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟ କଣା କଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟ କଣା କଲା କମିଶନରେଟ୍ ପୁଲିସ। ମେ’୧୦ରେ ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡି ଚଳାଚଳ ମନା। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର…
Read More...

ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ଦରମା କଟିବ

ଭୁବନେଶ୍ୱର: ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ଘୋଷଣା କରିଛି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ…
Read More...

ଓଡିଶାରେ ଏକାଠି ହେବେ ଦୁଇ ଷ୍ଟାର ଆଥ୍‌ଲେଟ ନୀରଜ ଚୋପ୍ରା ଓ କିଶୋର ଜେନା

ବ୍ୟୁରୋ : ଓଡିଶାରେ ଏକାଠି ହେବେ ଦୁଇ ତାରକା ଆଥ୍‌ଲେଟ | ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ଭାରତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ବିଶ୍ବ ଜାଭଲିନ୍‌ ବିଜେତା ନୀରଜ ଚୋପ୍ରା | ଏଥିସହ ଓଡ଼ିଆ ତାରକା କିଶୋର କୁମାର ଜେନା ମଧ୍ୟ କରିବେ ପ୍ରତିଦ୍ବନ୍ଦ୍ବିତା | ହଁ ଦର୍ଶକ ବନ୍ଧୁ…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମିଡିଆ ସେଣ୍ଟର ଚଳିତ ମାସ ୮ ତାରିଖ ବୁଧବାର ଦିନ ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ଶଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରି ଧଳ ଉକ୍ତ ମିଡିଆ ସେଣ୍ଟରକୁ ଉଦଘାଟନ କରିଥିଲେ ।…
Read More...

ରାଜ୍ୟରେ ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ

ଭୁବନେଶ୍ବର : ରାଜ୍ୟ ବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାରୁ ଜାରି ରହିଥିବା ରୁ ମିଳିଛି ତ୍ରାହି । ପାଣିପାଗ ପୂର୍ବାନୁମାନ ଆଜିଠାରୁ ଗ୍ରୀଷ୍ମ ପ୍ରବାହରୁ ବିରତି ମିଳିବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନ…
Read More...

ଗବେଷଣା ମୂଳକ ସହବନ୍ଧନର କିକ୍ – ଅଫ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଣ ସଂଗଠନ ମଧ୍ୟରେ ଗବେଷଣାମୂଳକ ସହବନ୍ଧନର କିକ୍ - ଅଫ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗବେଷଣା ପ୍ରକଳ୍ପର ହସ୍ତାନ୍ତର ତଥା କିକ ଅଫ…
Read More...

ଗଞ୍ଜାମ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ବେଳେ ଲୋକଙ୍କୁ ବିକାଶର ହିସାବ ଦେଲେ ପାଣ୍ଡିଆନ

ଭୁବନେଶ୍ୱର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି । ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ । ଆରମ୍ଭରେ…
Read More...