ଦଶର ୭ଟି ପ୍ରର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭୋଟିଂର ହେଉଛି ଗଣତି
ଭୁବନେଶ୍ୱର: ଚାଲିଛି ଭୋଟ ଗଣତି । ଦେଶର ୭ଟି ପ୍ରର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭୋଟିଂର ହେଉଛି ଗଣତି । ଓଡିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭାର ଚାଲିଛି ଭୋଟ ଗଣତି । ସକାଳ ୮ ଟାରୁ ବ୍ୟାଲେଟ ପେପର ଗଣତି ଆରମ୍ଭ ହୋଇଥିବା ବେଳେ ୮.୩୦ ରୁ ଆରମ୍ବ ହୋଇଛି EVM ପାଇଁ ଗଣତି ।…
Read More...
Read More...