ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ହତ୍ୟାକାଣ୍ଡ, ବାପ କୁ ହତ୍ୟା କଲା ପୁଅ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ହତ୍ୟାକାଣ୍ଡ । ବାପ କୁ ହତ୍ୟା କଲା ପୁଅ । ହତ୍ୟା କାଣ୍ଡ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ଛାନବୀନ ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳ ଡିଏଚପିଏଲ ଆପାର୍ଟମେଣ୍ଟରେ ଘଟିଛି ଅଭାବନୀୟ…
Read More...
Read More...