Browsing Tag

Bhubaneswar

ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ଶେଷ | କ୍ୟାବିନେଟ 5 ଟି ପ୍ରସ୍ତାବ ରେ ବାଜିଲା ମୋହର | ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି | ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ 352 ଥିଲା ତାହା 450 ଟଙ୍କା କୁ ବୃଦ୍ଧି ପାଇଁ ନିଷ୍ପତ୍ତି |କୁଶଳୀ 500…
Read More...

୪ଦିନ ଓଡିଶାରେ ରହଣି ପରେ ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଚାରିଦିଦ ଓଡିଶାରେ ରହଣି ପରେ ଗତକାଲି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌନଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକାମ୍ରର ଆରାଧ୍ୟ ଦେବ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦିଲ୍ଲୀ ପଠାଯାଇଛି। ଏନେଇ ୪ଦିନ ପୂର୍ବରୁ ଜିଲାପ୍ରଶାସନ ପକ୍ଷରୁ ବ୍ରାହ୍ମଣ ନିଯୋଗ ସମ୍ପାଦକ…
Read More...

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ତୃଣମୂଳସ୍ତରର ଯୁବ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଖେଳାଳିଙ୍କ ଏକ ମଜବୁତ ପାଇପ୍ ଲାଇନ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ…
Read More...

ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ୱର:  ନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ବର୍ଷକ ମଧ୍ୟରେ ଦୁଇ ଗୁଣା ହେବ ଇସ୍ପାତ ଉତ୍ପାଦନ କ୍ଷମତା । 2025 ସୁଦ୍ଧା ସରିବ ଅନୁଗୁଳର ସମ୍ପ୍ରସାରଣ କାର୍ଯ୍ୟ । ଅନୁଗୁଳ ଜିନ୍ଦଲ ରୁ ବାର୍ଷିକ 12 ନିୟୁତ ଟନ ଇସ୍ପାତ ଉତ୍ପାଦନ ହେବ । ଆଗକୁ ଏହି କାରଖାନାର…
Read More...

ଆଜି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ଶରଧାବାଲିରେ ତିନି ରଥ । ଶ୍ରୀ ଗୁଣ୍ଡିଚା ଯାତ୍ରାର ତୃତୀୟ ଦିନ । ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଥିବା ବେଳେ ଆଜି ସନ୍ଧ୍ୟା ରେ ଶ୍ରୀଜୀଉ ମାନଙ୍କ ଆଡପ ପହଣ୍ଡି କରାଯିବ । ଗୋଟି ପହଣ୍ଡିରେ ମହାପ୍ରଭୁ ବିରାଜିବେ…
Read More...

ଅସନ୍ତା କାଲି ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଅସନ୍ତା କାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହା ନବଗଠିତ ବିଜେପି ସରକାରର ଦ୍ୱିତୀୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଦିନ ୧୧.୩୦ରେ ଅନୁଷ୍ଠିତ ହେବ କ୍ୟାବିନେଟ ବୈଠକ। ସୂଚନା ଅନୁଯାୟୀ ଗତ ଜୁନ୍ ୧୨ ତାରିଖରେ ମୋହନ ସରକାର ଶପଥ…
Read More...

ବନ୍ଦ ଘରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର; ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକଙ୍କ ଘର ୟୁପିରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ।…
Read More...

ହଠାତ ଦବିଗଲା ଭୁବନେଶ୍ୱରର ବ୍ୟସ୍ତ ବହୁଳ ୧୬ ନମ୍ବର ଜାତୀୟ ରାଜପଥ

ଭୁବନେଶ୍ବର; ଭୁବନେଶ୍ୱରରେ ଦବିଲା ରାସ୍ତା । ଭୁବନେଶ୍ୱର ଡୁମଡୁମା ନିକଟରେ ଜାତୀୟ ରାଜପଥ ଦବିଥିବା ସୂଚନା ମିଳିଛି । ବ୍ୟସ୍ତ ବହୁଳ ୧୬ ନମ୍ବର ଜାତୀୟ ରାଜପଥ ହଠାତ ଦବିଗଲା । ତେବେ ଦବି ଯାଇଥିବା ରାସ୍ତାରେ ମିନି ଟ୍ରକ ଫସିଥିବା ଜଣାପଡିଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ…
Read More...

ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ

ଜଟଣୀ/ପ୍ରଶାନ୍ତ କୁମାର ସାହୁ : ବେଆଇନ ବ୍ରାଉନ ସୁଗାର ବିକ୍ରୀ ଅଭିଯୋଗରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ | ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ଏକ ସ୍ପେଶାଲ ଟିମ୍ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ୍ ଷ୍ଟେସନ୍ ନିକଟରେ ଚଢ଼ାଉ କରି…
Read More...

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ

ପୁରୀ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ନିଆରା ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ…
Read More...