ପୁଣି ଗୃହରେ ହଟ୍ଟଗୋଳ; ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ପୁଣି ଗୃହ ଆରମ୍ବରୁ ହଟ୍ଟଗୋଳ। ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ମିଳିତ ପ୍ରତିବାଦ। ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ।ରାଜ୍ୟପାଳଙ୍କ ପୁଅଙ୍କ ଗୁଣ୍ଡାଗିରି ଚଳିବ ନାହିଁ, ଓଡ଼ିଆ ପୁଅ କୁ ନ୍ୟାୟ ଦେବା ଆମର ଦାବି,ଓଡ଼ିଆ ଅସ୍ମିତା କୁଆଡେ଼ ଗଲା ନାରା ଦେଇ ବିଜେଡି…
Read More...
Read More...