ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ବର: ବାତ୍ୟା ପାଇଁ ଦୁଇଦିନ ନନ୍ଦନକାନନ ବନ୍ଦ । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ କରାଯାଇଛି । ଆସନ୍ତାକାଲି (ଅକ୍ଟୋବର ୨୪-ଗୁରୁବାର) ଏବଂ ଅକ୍ଟୋବର ୨୫(ଶୁକ୍ରବାର)ରେ ନନ୍ଦନକାନନ ବନ୍ଦ ରହିବ ବୋଲି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାତ୍ୟା ‘ଦାନା’ର…
Read More...
Read More...