ବାତିଲ୍ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରାଜରାସ୍ତାରେ ଶିକ୍ଷକଙ୍କ ବିରୋଧ ଜାରି
ସେପ୍ଟେମ୍ବର ୫ ଗୁରୁ ଦିବସ ପାଇଁ ସ୍ଥିର ହୋଇଥିବା ରାଜ୍ୟସ୍ତରୀୟ ମାନ୍ୟତା ପାଇଁ ଓଡ଼ିଶାର ଶିକ୍ଷକମାନଙ୍କୁ ଅଧିକ ଅପେକ୍ଷା କରିବାକୁ ପଡିବ। କାରଣ ୨୦୨୪ ଏବଂ ୨୦୨୫ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…
Read More...
Read More...