Browsing Tag

BHBANESWER

ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ଇଡି, ୨ ହଜାର ଟଙ୍କା ବଦଳାଇବାକୁ ଧାଡିରେ କରୁଛନ୍ତି ପଚରାଉଚରା

ଭୁବନେଶ୍ବର : ଇଓଡବ୍ଲୁ ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ହଜାର ଟଙ୍କା ବଦଳାଇବାକୁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ କରୁଛନ୍ତି ତନାଘନା । ଟଙ୍କା ବଦଳାିବାକୁ ଆରବିଆଇ ସାମ୍ନାରେ ଲାଗିଛି ଲମ୍ବା ଲାଇନ । ଧାଡିରେ ଠିଆ ହୋଇଥିବା ଲୋକକୁ ଇଓଡବ୍ଲୁ ଟିମ ପଚରାଉଚରା କରୁଛନ୍ତି…
Read More...

ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ଟିମ

ଭୁବନେଶ୍ଵର :ଭାରତୀୟ ଜନତା ପାର୍ଟିର ନୂଆ ଟିମ । ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା । ମନମୋହନ ସାମଲଙ୍କ ଅନୁମୋଦନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏଥିରେ ସାମିଲ ହୋଇଛନ୍ତ ୩୫ ଅଧିକାରୀ । ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ…
Read More...