ନିଲମ୍ବିତ 4 ପୋଲିସ କର୍ମଚାରୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ
ବ୍ୟୁରୋ : ଭରତପୁର ଥାନାରେ ପୋଲିସ ଆର୍ମି ଗଣ୍ଡଗୋଳ ଘଟଣା । ନିଲମ୍ବିତ 4 ପୋଲିସ କର୍ମଚାରୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ । SI ବୈସାଳିନୀ ପଣ୍ଡା, ASI ସଲୀଳମୟୀ ସାହୁ, ସାଗରିକ ରଥ ଓ କନେଷ୍ଟେବଳ ବଳରାମ ହାଂସଦ ଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ। ଏନେଇ ଆଜି କୋର୍ଟରେ ଆବେଦନ କରିବ…
Read More...
Read More...