ସୁଲଭ ଦରରେ ଭାରତ ଅଟା ଯୋଗାଇ ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଭାରତ ଡାଲି ପରେ ଭାରତ ଅଟା ସୁଲଭ ଦରରେ ଯୋଗାଇ ଦେବେ କେନ୍ଦ୍ର ସରକାର । ସାରା ଦେଶରେ ୨୭ଟଙ୍କା ୫୦ପଇସାରେ ପ୍ରତି କେଜି ପ୍ରତି ମିଳିବ ଭାରତ ଅଟା ।ଏନେଇ ଆଜି କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ଦିଲ୍ଲୀ ଠାରେ ଅଟା ବିତରଣ ଯାନ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।।…
Read More...
Read More...