Browsing Tag

BHARAT TEAM

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

ଦିନିକିଆ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚନ କରାଯାଇଛି । ‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ଭାରତୀୟ ଦଳ ପାଇଁ ଏକ ସୁନ୍ଦର ସଙ୍ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଛି । ‘ଇମ୍ପସିବଲ ନେହିଁ ହୈ…
Read More...

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

କଲମ୍ବୋ: ଏସିଆ କପ୍ ସୁପର-୪ର ଆଜି ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ବାଂଲାଦେଶ ୮ୱିକେଟ ହରାଇ ୨୫୬ ରନ କରିଛନ୍ତି । ଚମକ୍ରାର ବୋଲିଙ୍ଗ କରିଛନ୍ତି ସାର୍ଦ୍ଦୁଲ ଠାକୁର । ତେବେ…
Read More...

ରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲି

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ରୋହିତ ଶର୍ମା ଏଭଳି ଏକ କ୍ୟାଚ ଧରିଥିଲେ, ଯାହା ପରେ ବିରାଟ କୋହଲି ଦୌଡି ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ । ଯାହାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି ।…
Read More...