ଏବେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା
ଗୁଜୁରାଟ : ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା । ପ୍ରତ୍ୟକ ହିନ୍ଦୁଧର୍ମୀ ଭଗବତ ଗୀତାକୁ ପଢିବାକୁ ଓ ତାର ସାର କଥା ବୁଝିବାକୁ ଚେଷ୍ଟା କରିଥାନ୍ତି । ଏଥିସହ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ପୌରାଣିକ ଭଗବତ ଗୀତା ପଢିବା ଉଚିତ ।…
Read More...
Read More...