ଭାଇଚାରାର ପର୍ବ ଇଦ୍
ଭଦ୍ରକ: ଆଜି ଆନନ୍ଦର ଉଲ୍ଲାସ ର ସହିତ ଭଦ୍ରକରେ ପାଳନ ହେଉଛି ପବିତ୍ର ଇଦ ଉଲ ଫିତର ବା ଇଦ ପର୍ବ । ଦୀର୍ଘ ଗୋଟାଏ ମାସର ଉପବାସ ପରେ ଏହି ପର୍ବ ପାଳିତ ହେଉଛି । ପବିତ୍ର ରମଜାନ ମାସ ର ଉପବାସ ଓ ଚାନ୍ଦ ଦର୍ଶନ ପରେ ମହାସମାରୋହ ରେ ପାଳିତ ହେଉଛି ଦାନ ଓ ଧର୍ମ ର ପର୍ବ ଇଦ ଉଲ ଫିତର । ତେବେ…
Read More...
Read More...