ସପ୍ତମ ରାଉଣ୍ଡ ଗଣତିରେ ବିଜେପି ଆଗୁଆ
ଧାମନଗର : ଧାମନଗରରେ ସବୁ ଦଳର ବଢୁଛି ହାର୍ଟବିଟ । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ସପ୍ତମ ରାଉଣ୍ଡ ଗଣତି ଆରମ୍ଭ…
Read More...
Read More...