Browsing Tag

bhadrak police

ଆକ୍ସନ ମୋଡ଼ରେ କ୍ରାଇମବ୍ରାଞ୍ଚ: କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଭଦ୍ରକରେ ଚାଲିଛି ଛାନଭିନ୍

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟା ପଛରେ ଥିବା ରହସ୍ୟ ଓ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ ଭଦ୍ରକ ଏସପି ଅଫିସ ଓ ଚାନ୍ଦବାଲି ଥାନାରେ ଯାଇ ପହଁଚିଥିଲେ…
Read More...