Browsing Tag

Bhadrak close

ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ : କଂଗ୍ରେସ ପକ୍ଷରୁ ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି । ଭଦ୍ରକରେ ମେଡିକାଲ କଲେଜ ଓ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବିରେ ସକାଳ ୬ ରୁ ୨ ଟା ପର୍ୟ୍ୟନ୍ତ ଅଖ ଚକବନ୍ଦ ରହିଛି । ଏହି  ଦାବିରେ ଆଜି  ଵିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ…
Read More...