ଖଡଗପୁର –ଭଦ୍ରକ ପାସେଞ୍ଜର ଟ୍ରେନରେ ନିଆଁ
ଖଡଗପୁର ଭଦ୍ରକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ଲାଗି ତଲୁ ଧୂଆଁ ବାହାରଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟରେ ଟ୍ରେନରୁ ଓହ୍ଲାଇ ପଡିଛନ୍ତି । ବାଲେଶ୍ୱର ଲକ୍ଷ୍ମଣନାଥ ରୋଡ ଷ୍ଟେସନରେ ପାସେଞ୍ଜର ଟ୍ରେନରେ ନିଆଁ ଦେଖାଯାଇଥିଲା। ଧୁଆଁ ଦେଖି ଟ୍ରେନର ଯାତ୍ରୀମାନେ ଚିତ୍କାର କରି ପାଇଲଟକୁ…
Read More...
Read More...