Browsing Tag

Best award to Hinjili block

ଗଞ୍ଜାମ ଦେଶର ଶ୍ରେଷ୍ଠ ଜିଲ୍ଲା, ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ

ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗଞ୍ଜାମ ଦେଶର ‘ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ’ ଓ ହିଞ୍ଜିଳିକାଟୁ ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ଘୋଷିତ ହୋଇଛି। ଅପ୍ରେଲ ୧୭ରେ ମାନ୍ୟବର ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିବାକୁ ଯାଉଛନ୍ତି।…
Read More...