୨୭ ବର୍ଷ ପରେ ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ
ଭୁବନେଶ୍ୱର: ୨୭ ବର୍ଷ ପରେ ଆସିଲା ରାୟ । ବହୁ ଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ଆସିଲା ରାୟ । ଦୋଷିଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ସୂଚନା ଅନୁଯାୟୀ, ୧୯୯୬ ମସିହା ଜୁଲାଇ ୧୧ ଘଟିଥିଲା ଏହି ଟ୍ରିପଲ ମର୍ଡର । ପୂର୍ବ ଶତ୍ରୁତାକୁ ନେଇ ୩ ଜଣଙ୍କୁ ନିର୍ମମ ଭାବେ…
Read More...
Read More...