Browsing Tag

belapada

ବେଲପଡା ଥାନା ମଧ୍ୟ୍ୟପୁର କଟାପାଲି ଗ୍ରାମରେ ବଜ୍ରପାତ, ମହିଳା ମୃତ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ବଜ୍ରପାତ ନେଲା ମହିଳାଙ୍କ ଜୀବନ । ଆଜି ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବେଲପଡା ଥାନା ମଧ୍ୟ୍ୟପୁର କଟାପାଲି ଗ୍ରାମର ପୂର୍ଣ୍ଣମୀ ବାଗ । ସୂଚନା ଅନୁଯାୟୀ, ପୂର୍ଣ୍ଣମୀ ନିଜ ଚାଷ ଜମିରେ କାମ କରୁଥୁବା ବେଳେ ହଠାତ ଝଡ଼ ବର୍ଷା…
Read More...