Browsing Tag

Begunia Tahsildar in Vigilance Panjha

ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର

ଖୋର୍ଦ୍ଧା : ଲାଞ୍ଚ ନେବାବେଳେ ରାଜ୍ୟ ଭିଜିଲାନ୍ସ ହାତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ନଗଦ ୪୫ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।…
Read More...