ଗୋ ମାଂସ ବୋଝେଇ ଭ୍ୟାନ ଜବତ କରିଛି ପୋଲିସ, ଜଣେ ଅଟକ
ପୁରୀ / ଜୟନ୍ତ କୁମାର ସେଠି: ଗୋ ମାଂସ ବୋଝେଇ ଭ୍ୟାନ ଜବତ କରିଛି ପୋଲିସ । ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଥାନା ର କୁସୁମା ଠେଙ୍ଗ ଗାଁ ନିକଟରୁ ଏକ ଗୋ ମାଂସ ବୋଝେଇ ବୋଲେରୋ ଗାଡ଼ି ଜବତ କରିଛି ଚାରିଛକ ଥାନା ପୁଲିସ । ଏହା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଜବତ ମାଂସ ଅନୁମାନ ୧୦…
Read More...
Read More...