Browsing Tag

bear attack

ଗାଧୋଇବାକୁ ଯାଇଥିବାବେଳେ ହେଲେ ଭାଲୁ ଆକ୍ରୋଶର ଶିକାର

ଝରୀଗାଁ-: ଭାଲୁ କାମୁଡ଼ାରେ ଯୁବକ ଗୁରୁତର । ଝରୀଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମପଂଚାୟତର ଜିତୁରୁସାହି ଗ୍ରାମର ଉଦ୍ଧବ ସାନ୍ତା ଗାଁ ନିକଟ କେନାଲକୁ ଗାଧୋଇବା ଲାଗି ଯାଇଥିବା ବେଳେ ତାଙ୍କ ଉପରକୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ, ତେବେ ନିକଟରେ ଗାଈ ଚରାଉଥିବା ଗାଈଚରାଳି ମାନେ ଉଦ୍ଧବଙ୍କ ପାଟି…
Read More...

ଶୌଚ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ

ରାଇରଙ୍ଗପୁର-: ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ପୋଡଶୀ ଝାଡ଼ଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗ୍ରାମର ଗମା ସର୍ଦ୍ଦାର(୪୦) ରାତିରେ ଶୌଚ ପାଇଁ…
Read More...

ଭାଲୁ ଆକ୍ରମଣରେ ୩ ଗୁରୁତର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ତିରିଂ ବ୍ଳକର ରତନସାହି ଗ୍ରାମ ନିକଟସ୍ଥ ଚୁଡିଆ ଜଙ୍ଗଲ ନିକଟରେ ଜଣେ ଛେଳି ଚରାଳି ସମେତ ଦୁଇଜଣ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

କେଉଁଝର: ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଭାଲୁମାନଙ୍କର ପ୍ରାଦୂଭାବ ବଢିବାରେ ଲାଗିଛି। ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମଧ୍ୟକୁ ଚାଲି ଆସୁଛନ୍ତି। ଫଳରେ ଗାଁମାନଙ୍କରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାଲୁମାନେ ଗାଁର ସାଧାରଣ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଦେଉଛନ୍ତି। ବେଳେ…
Read More...

ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର

(ସୋମ୍ୟ ରଂଜନ ସେଠୀ) ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର, ବାଲେଶ୍ୱର ଜିଲ୍ଲା ନୀଳଗିରି ଅଚଂଳରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହେଇଛନ୍ତି । ଜାମୁଡିହା ପଞ୍ଚାୟତ ରିଙ୍ଗପୁର ଗାଁର ଜୟରାମ ସିଂ ଭୋର ସମୟରେ ଘରପାଖ ବାଡିକୁ ଶୌଚ ଯାଇଥିଲେ। ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।…
Read More...

ଭାଲୁ ଆକ୍ରମଣରେ ୧୦ ଗୁରୁତର

( ମମତା ସାମଲ) : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଆସିଥିଲା । ଭାଲୁ ହାବୁଡରେ ପଡି ୧୦ ଜଣ ଗୁରୁତର ଆହତ ହୋଇଥିଲେ । ସକାଳେ ୮ ଜଣଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ସନ୍ଧ୍ୟାରେ ଅନ୍ୟ ଦୁଇ…
Read More...

ଭାଲୁ କ୍ରମଣଆରେ ବୃଦ୍ଧା ଗୁରୁତର

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳକୁ ଦାନ୍ତକାଠି ସଂଗ୍ରହ କରିଯାଇଥିବାବେଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହେଲେ ଦୁବନାଳୀ ଗାଁର ବୃଦ୍ଧା ବିଛେଇ (୮୦ ) ବୋଲି ଜଣାପଡିଛି । ସେ ଚିତ୍କାର କରିବାରୁ ଗ୍ରାମବାସୀମାନେ ତାଙ୍କୁ ଭାଲୁ…
Read More...