ଅପହଞ୍ଚ ଇଲାକାକୁ ଟ୍ରାକ୍ଟରରେ ଗଲେ ବିଡିଓ
ଗୋବିନ୍ଦପାଲି : ଟ୍ରାକ୍ଟରରେ ବସି ଅପହଞ୍ଚ ଇଲାକାରେ ପହଞ୍ଚିଲେ ଖଇରପୁଟ ବିଡିଓ । ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକ କଦମ୍ବଗୁଡା ପଞ୍ଚାୟତ ଚେପଲପଡ଼ା ଗ୍ରାମକୁ ୧୨ କି.ମି. ଟ୍ରାକ୍ଟର ଯୋଗେ ଯାଇ ବିଡିଓ ଉମା ଶଙ୍କର କୋୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହି ସମୟରେ ସେ ନିମ୍ନମାନର…
Read More...
Read More...