ସଡକ ଦୁର୍ଘଟଣାରେ ଜଣେ ଗୁରୁତର ,ବ୍ରହ୍ମପୁର-ଫୁଲବାଣୀ ରାସ୍ତାଅବରୋଧ
(ମମତା ସାମଲ)ରିପୋର୍ଟସଟୁଡେ: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆପଲ୍ଲୀ ଛକଠାରେ ଘଟିଛି ସଡକ ଦୁର୍ଘଟଣା । ଏହି ଘଟଣା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି…
Read More...
Read More...