ମର୍ମନ୍ତୁଦ ସଡକ ଦୁର୍ଘଟଣା:୧୦ମୃତ,୧୦ ଆହତ
(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମିନି ବସ ଓ କ୍ୟାଣ୍ଟର ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ବିଲାରୀରୁ ମୁରାଦାବାଦ ଆସୁଥିଲା ।…
Read More...
Read More...