Browsing Tag

bbsr

ନୂଆ ଭାରିଆଣ୍ଟ ଆସିବ: ଟେଡ୍ରୋସ

ନୂଆଦିଲ୍ଲୀ: ଏତେ ଶୀଘ୍ର କରୋନା ଆମ ପିଛା ଛାଡିବ ନାହିଁ । ଓମିକ୍ରନ ପରେ ନୂଆ ଭାରିଆଣ୍ଟ ଅ।।ସିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ କହିଛନ୍ତି । କିନ୍ତୁ ଦିନକ ଆଗରୁ ଆଇସିଏମଆର ଗବେଷକ ଡାକ୍ତର ସମୀରନ ପଣ୍ଡା କହିଥିଲେ ସ୍ଥାନୀୟ ସଂକ୍ରମଣ କମିଲେ ମାର୍ଚ୍ଚ ୧୧ ସୁଦ୍ଧା ଶେଷ ହେବ…
Read More...

ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ୫ ମୃତ

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା ।…
Read More...

ଯୋଗୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର

ଲକ୍ଷେ୍ନø: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ଆସନରୁ ଠିଆ କରିଛି ଦଳ । ତେବେ ଯୋଗୀଙ୍କ ବିରୋଧରେ ଆଜାଦ ସାମଜ ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ଆଜାଦ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ବରୁ…
Read More...

ବ୍ରହ୍ମୋସ ମିସାଇଲର ପରୀକ୍ଷଣ ସଫଳ

ବାଲେଶ୍ୱର: ବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର କେନ୍ଦ୍ରରୁ ବ୍ରହ୍ମୋସ ପରୀକ୍ଷଣ ସଫଳତା ସହ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି। ଆଇଟିସିଏମ୍ର ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ…
Read More...

ବଳପୁର ପଞ୍ଚାୟତରୁ ପ୍ରାର୍ଥୀପତ୍ର ଦାଖଲ ଚାଲିଛି

ଗୋପ/ ଜୟନ୍ତ ସେଠୀ: ତ୍ରିସ୍ତରୀୟ ପଚଂ।ୟତ ନିର୍ଵାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟାର ତୃତୀୟ ଦିନରେ ଆଜି ବିଭିନ୍ନ ପଚଂ।ୟତରେ ସରପଚଂ ଅ।ଶାୟୀ ପ୍ରାର୍ଥୀମାନେ ନାମଙ୍କନ ପତ୍ର ଦାଖଲ କରୁଛନ୍ତି । ସତ୍ୟବାଦୀ ବ୍ଲକ କାର୍ୟ୍ୟାଳୟରେ ସମିତି ସଭ୍ୟମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ନିଜ…
Read More...

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

ଭୁବନେଶ୍ୱର: ଖାକି ବାବୁଙ୍କ ପ୍ରତାରଣା । ପ୍ରଥମ ସ୍ତ୍ରୀଙ୍କୁ ଛାଡ ପତ୍ର ନ ଦେଇ ରସିକ ହାବିଲଦାର ଦ୍ୱିତୀୟ ବିବାହ କରି ଫସିଗଲେ ବାବୁ । ଏବେ ବାବୁ ହରଡ ଘଣାରେ । ଏପରି ଘଟିଛି ଭୁବନେଶ୍ୱରରେ । କମିଶନରେଟ ପୁଲିସର ମହିଳା ଥାନା ତାଙ୍କୁ ଗିରଫ କରିଛି । ଧଉଳି ଥାନାର ହାବିଲଦାର ସଦାଶିବଙ୍କୁ…
Read More...

ନନ୍ଦନକାନନରେ କରୋନା, ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ

ବାରଙ୍ଗ: କରୋନା କବଜାରେ ନନ୍ଦନକାନନ । ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ । ନନ୍ଦନକାନନର ୩ ମୟୂର ଓ ୧ ମାଟିଆ ଚିଲର ମୃତ୍ୟୁ ହୋଇଛି । ଏବେ ପଶୁ ଚିକିତ୍ସାଳୟ ପରିସରରେ ଥିବା କ୍ୱାରେଣ୍ଟିନରେ ରହୁଥିବା ସମସ୍ତ ପକ୍ଷୀଗୁଡିକୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି । ସମସ୍ତ ପକ୍ଷୀଙ୍କ ନମୁନା ସଂଗ୍ରହ…
Read More...

ଆଇଗିନିଆରୁ ୨୩ ଲିଟର ବିଦେଶୀ ମଦ ଜବତ, ୩ ଗିରଫ

ଭୁବନେଶ୍ୱର: ଭରତପୁରରୁ ୨୩.୪ ଲିଟର ବିଦେଶୀ ମଦ ଜବତ କରିଛି ପୁଲିସ । ବୁଧବାର ସଂଧ୍ୟାରେ ପୁଲିସ ଭରତପୁର ଥ।।ନା ଅଧୀନ ଆଇଗିନିଆ ଆଳୁ ଗୋଦାମ ନିକଟରେ ଚଢାଉ କରି ଏହି ମଦ ଜବତ କରିଛି । ଏହି ଘଟଣାରେ ପୁଲିସ ଇନ୍ଦ୍ରଜୀତ ଯାଦବ ନାମକ ଯୁବକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଏହି୨୩.୪ ଲିଟର ମଦରେ…
Read More...

ଯାଞ୍ଚ ହେବାରୁ ମୋବାଇଲ ଗିଳି ହନ୍ତସନ୍ତ କଏଦୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତିହାର ଜେଲ । ପୁଲିସ ଭୟରେ କଏଦୀ ଗିଳିଦେଲେ ୬ ଇଞ୍ଜର ଗୋଟା ମୋବାଇଲ । ଜେଲର ମହାନିର୍ଦ୍ଦେଶକଙ୍କ କହିବା ମୁତାବକ ଜାନୁଆରୀ ୧୫ରେ ଏହି ଘଟଣା ଘଟିଥିଲା । ଯେତେବେଳେ ଜଣେ କଏଦୀଙ୍କୁ ଯାଞ୍ଚ କରିବାକୁ ଜେଲର କର୍ମଚାରୀ ଯାଇଥିବା ବେଳେ ଜଣେ କଏଦୀ ଭୟରେ ମୋବାଇଲ…
Read More...

ନିଷାଦ ଦଳ ସହ ମିଶି ୟୁପିରେ ନିର୍ବାଚନ ଲଢିବ ବିଜେପି

ଲକ୍ଷେ୍ନø: ୟୁପି ନିର୍ବାଚନରେ ଆଜି ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିଛି । ପାର୍ଟି ପକ୍ଷରୁ ନିଜ ସହଯୋଗୀ ଦଳଗୁଡିକ ସହ ମିଶି ଏକ ପ୍ରେସ ମିଟ ମାଧ୍ୟମରେ ନିଜ ଶକ୍ତି ପ୍ରଦର୍ଶନ କରିଛି । ପ୍ରେସ ମିଟରେ ସଂଜୟ ନିଷାଦ ମଧ୍ୟ ସାମିଲ ଥିବା ବେଳେ ଅନୁପ୍ରିୟା ପଟେଲ ନିଜ ମତ ରଖିଛନ୍ତି । ବର୍ତ୍ତମାନ…
Read More...