Browsing Tag

bbsr

ନୂତନ ଉପଗ୍ରହ ଉତକ୍ଷେପଣ କଲା ଚୀନ

ଜିଓକାନ୍: ବୁଧବାର ଉତ୍ତର-ପଶ୍ଚିମ ଗାନସୁ ପ୍ରଦେଶର ଜିଓକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଚୀନ୍ ମହାକାଶକୁ ଏକ ନୂତନ ଉପଗ୍ରହ ପଠାଇଛି। ଜିଲିନ୍ -୧ ଗାଓଫେନ୍ ୦୨ ଏଫ୍ ଉପଗ୍ରହ କୁଆଇଜୋ -୧ ଏ (କତ-୧ଇ) ବାହକ ରକେଟ୍ ଦ୍ୱାରା ବେଜିଂ ସମୟ ୨:୧୯ ରେ ଉତକ୍ଷେପଣ କରାଯାଇଛି। ଜିନହୁଆ ନ୍ୟୁଜ୍ ଏଜେନ୍ସି…
Read More...

କୁତ୍ରା ଥାନା ଉଦ୍ଘାଟିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନାର ଏକ ନୂତନ ଗୃହ ଉଦ୍ଘାଟନ କରାଯାଇଛି । ଡିଜିପି ଅଭୟ ଏହାର ଉଦ୍ଘାଟନ କରିଛନ୍ତି । ଭର୍ଚୁଆଲ ମିଡିଆରେ ଏହାକୁ ଉଦ୍ଘାଟନ କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡିଜିପିଙ୍କ ବ୍ୟତୀତ ପଶ୍ଚିମାଞ୍ଚଳ ଡିଆଇଜିପି ଜୟ ନାରାୟଣ ପଙ୍କଜ, ସୁନ୍ଦରଗଡ…
Read More...

କୋଭିଡ ପ୍ରୋଟୋକଲ ଅନୁପାଳନ ପୂର୍ବକ ଖୋଲିବ ପିଜି/ୟୁଜି ପ୍ରଥମ ଶ୍ରେଣୀ

ଭୁବନେଶ୍ୱର: ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟବର୍ଷ ଆରମ୍ଭ ହୋଇଛି । ଚଳିତ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢା ନଭେମ୍ବର ୧ରୁ ୧୫ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ଏହି ଶ୍ରେଣୀ ପାଇଁ ଅଫଲାଇନ ପାଠପଢା ହେବ । କ୍ଲାସରୁମ ପ।ଠ ପଢା ହେବାକୁ ଯାଉଥିବାରୁ…
Read More...

ହନିଟ୍ରାପରେ ଯୋଧପୁର ଡିଆରଡିଓର ଚତୁର୍ଥ ଶ୍ରେଣୀ କର୍ମଚାରୀ

ଭୁବନେଶ୍ୱର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସମ୍ବେଦନଶୀଳ ଗୁପ୍ତଚର ମାମଲାରେ ଆସିଛି ନୂଆ ତଥ୍ୟ । ଯୋଧପୁରର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସେସ୍ର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହନିଟ୍ରାପରେ ଫସି ରହିଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଏହା ଉପରେ…
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିରବତା ଲଜ୍ଜାଜନକ: କଂଗ୍ରେସ

ଭୁବନେଶ୍ୱର: ଆସନ୍ତା କାଲି କଂଗ୍ରେସର ଜାତୀୟ ନେତା ମମିତା ମେହେରଙ୍କ ଗାଁକୁ ଯିବେ । ସେଠାରେ ମମିତାଙ୍କ ପରିବାରକୁ ସାକ୍ଷାତ କରିବେ । ଜାତୀୟ କଂଗ୍ରେସ ସମ୍ପାଦକ ରନଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଯାଇ ମମିତା…
Read More...

ଅବକାରୀ ଚଢାଉ: ୩ରେ ତାଲା, ୨କୁ ନୋଟିସ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପ୍ରାୟ ୧୮ ମାସ ହେବ ରାଜ୍ୟର ବଡ ବଡ ସହରରେ ଚାଲିଥିବା ବାରରେ ନାଚ ଗୀତ ବନ୍ଦ ପଡିଛି । କିନ୍ତୁ ରାଜଧାନୀଆ ବାର ମାଲିକଙ୍କୁ ଖାତିର ପଡୁନି କଟକଣା । ଯେମିତି ପୂର୍ବରୁ ବାର ଚାଲିଥିଲା ସେମିତି ଚାଲିଛି ବାର, ବାର ଭିତରେ ଚାଲିଛି ଗୀତ, ନାଚୁଛନ୍ତି ସୁନ୍ଦରୀ…
Read More...

ବାଣ ଦୋକାନରେ ନିଆଁ, ଜଳିଗଲେ ୬

ଚେନ୍ନାଇ: ତାମିଲ ନାଡୁର କାଲ୍ଲାକୁରିଚି ଜିଲ୍ଲାର ଏକ ବାଣ ଦେକାନରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ । ଗତକାଲି ରାତିରେ ଦୋକାନରେ ନିଆଁ ଲାଗିଯିବାରୁ ଏପରି ଅଭାବନୀୟ ଘଟଣା ଘଟିଛି । କାଲ୍ଲାକୁରିଚି ଜିଲ୍ଲାର ଶଙ୍କରାପୁରମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବହୁ ଲୋକ ଆହତ…
Read More...

ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀବ।ସୀଙ୍କ ପାଇଁ ଖୋଲିବାକୁ ଜଗନ୍ନାଥ ସେନାର ଦାବି

ଗୋପ/ ଜୟନ୍ତ ସେଠୀ: ଶ୍ରୀମନ୍ଦିର ସମସ୍ତ ଦ୍ୱାର ପୁରୀବାସୀଙ୍କ ପାଇଁ ଖୋଲିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସ୍ପିଙ୍କ ଜରିଆରେ ସେନା ପକ୍ଷରୁ ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦାଙ୍କ ଆରାଧ୍ୟ ଦେବତା…
Read More...

ମିଶ୍ରଙ୍କ ଇସ୍ତଫା ଦାବିରେ କଟକ ପାରାଦୀପ ରାଜପଥ ଅବରୋଧ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦୀପ): ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ତେଜିବାରେ ଲାଗିଛି । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କୁଜଙ୍ଗଠାରେ କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଉତ୍କଳ ମହିଳା ସମିତି ଜଗତସିଂହପୁର ଜିଲ୍ଲା କମିଟି । ମମିତା…
Read More...

ଗଜଲକ୍ଷ୍ମୀ ଭସାଣୀ ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ

ଜଗତସିଂହପୁର/ ଦିଲିପ ସାହୁ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର(ଶଙ୍ଖେସ୍ୱର) ପଞ୍ଚାୟତ ଶଙ୍ଖେସ୍ୱର ବଡ଼ଜିଙ୍ଗଲ ଗ୍ରାମର ଗଜଲକ୍ଷ୍ମୀ ଭସାଣୀ ବେଳେ ଅଘଟଣ। ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ। ମୃତ ଯୁବକ ହେଲେ ବଡ଼ଜିଙ୍ଗଲ ଗ୍ରାମର…
Read More...