ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ବନ୍ଦ ଘରୁ ମହିଳାଙ୍କ ସନ୍ଧେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ବମିଖାଲ ଅଂଚଳରେ ଥିବା ଭଡା ଘରେ ଝୁଲୁଛି ମହିଳାଙ୍କ ମୃତଦେହ । ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ହୋଇନଥିବା ବେଳେ । ଗତକାଲି ରାତିରେ ଏହି ଘଟଣା ଘଟିଛି । ତେବେ ମୃତ ମହିଳା ତାଙ୍କ ସ୍ୱାମୀଙ୍କ ସହ…
Read More...
Read More...